Home Tags Rahul

Tag: rahul

ନୂଆଦିଲ୍ଲୀ: ରାଫେଲ୍‍ ଫାଇଟର ଜେଟ୍‍ କ୍ରୟ ଚୁକ୍ତି ପ୍ରସଙ୍ଗରେ ରାହୁଲ୍‍ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦେଶର ଛାତ୍ର ଓ ଯୁବସମାଜକୁ ସମ୍ବୋଧିତ କରି ରାହୁଲ୍‍ ଏକ ଟ୍ୱିଟ୍‍ ଜରିଆରେ କହିଛନ୍ତି ଯେ ରାଫେଲ୍‍ ଚୁକ୍ତି ପ୍ରସଙ୍ଗରେ ପ୍ରତିଦିନ କିଛି ନା କିଛି ନୂଆ ରହସ୍ୟ ପ୍ରଘଟ ହେଉଛି। ଏହି ଚୁକ୍ତି ଜରିଆରେ ଆପଣମାନଙ୍କ ୩୦ ହଜାର କୋଟି ଟଙ୍କା ଲୁଟି...
ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଗତ ୨୫ରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ପୁନର୍ବାର ଆସନ୍ତା ୬ରେ ଭବାନୀପାଟଣା ଓ ରାଉରକେଲା ଗସ୍ତରେ ଆସୁଛନ୍ତି। ଭବନୀପାଟଣା ଠାରେ ଦିନ ୧୧.୩୦ରେ ଜନସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୨.୩୦ରେ ରାଉରକେଲା ଠାରେ ଜନସଭାକୁ ସମ୍ବୋଧନ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି। ଏଥିନେଇ ରାଜ୍ୟ କଂଗ୍ରେସରେ ତତ୍ପରତା ପ୍ରକାଶ ପାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି...
ଭୁବନେଶ୍ୱର: ସବୁଆଡ଼େ ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗ କୁହାଯାଉଛି। କିନ୍ତୁ ନିଯୁକ୍ତି ପ୍ରସଙ୍ଗ ଉଠୁନାହିଁ। ଏବେ ସବୁ ରାଜ୍ୟରେ ନିଯୁକ୍ତି ହିଁ ପ୍ରମୁଖ ସମସ୍ୟା। ‘ଚଳିତ ବର୍ଷ ସମାଜ ୧୦୦ବର୍ଷ ପୂରଣ କରିବାକୁ ଯାଉଥିବାରୁ ଭାରତର ପୁନଃପରିକଳ୍ପନାରେ ଓଡ଼ିଶା କିପରି ପଥପ୍ରଦର୍ଶକ ହୋଇପାରିବ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା କହିଛନ୍ତି। ବୁଦ୍ଧିଜୀବୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗାନ୍ଧି କହିଛନ୍ତି ବିମୁଦ୍ରାକରଣ ଓ...
ଭୁବନେଶ୍ବର: କଂଗ୍ରେସ ଦଳ ପକ୍ଷରୁ ଅପରାହ୍ଣରେ ତମାଣ୍ଡୋରେ ହେବାକୁ ଥିବା ସଂକଳ୍ପ ସମାବେଶରେ ଯୋଗ ଦେଇ ରାହୁଳ ଗାନ୍ଧୀ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ଅନ୍ୟପଟେ ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ମିଶିବେ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ରାହୁଳ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ...
ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ‘ସମାଜ’ ପକ୍ଷରୁ ଆୟୋଜିତ ‘ଟାଉନ ହଲ’ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଚଳିତବର୍ଷ ‘ସମାଜ’ ୧୦୦ବର୍ଷ ପୂରଣ କରୁଥିବା ଦୃଷ୍ଟିରୁ ଅନୁଷ୍ଠାନ ପକ୍ଷରୁ ବର୍ଷେବ୍ୟାପୀ ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଦେଶର ପ୍ରମୁଖ ରାଜନେତା, ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ତଥା ଛାତ୍ର ଓ ଯୁବ ବର୍ଗଙ୍କୁ ଆମନ୍ତ୍ରଣ କରାଯାଇ ‘ଭାରତର ପୁନଃ...
ଚେନ୍ନଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ନେତୃତ୍ବ ଏନଡିଏ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ରବିବାର ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ବିଜେପି ନେତୃତ୍ବ ଏନଡିଏ ସରକାରର ଗୋଟିଏ ଉଦ୍ଦେଶ୍ୟ ହେଉଛି ଦେଶକୁ ଶାସନ କରିବା। ଏଥିପାଇଁ ବିଜେପି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନକୁ କରାୟତ କରିବାକୁ ଚେଷ୍ଟା ଚଳାଇଛି; ମାତ୍ର ବିଜେପିର ଏପରି ଚେଷ୍ଟାକୁ କଂଗ୍ରେସ କେବେହେଲେ...
ନୂଆଦିଲ୍ଲୀ: ରାଫେଲ ସମ୍ବନ୍ଧୀୟ ସିଏଜିଙ୍କ ରିପୋର୍ଟ ପିଏସିକୁ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି; ମାତ୍ର ପିଏସିକୁ ଏହି ରିପୋର୍ଟ ମିଳିନାହିଁ ବୋଲି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି। ଏନ୍‍ଡିଏ ସରକାରଙ୍କ ରାଫେଲ ଚୁକ୍ତିବେଳେ ଫ୍ରାନ୍ସରେ ବାସ୍ତବରେ କ’ଣ ଘଟିଥିଲା ତାହା କେବଳ ମୋଦୀ ହିଁ ଜାଣନ୍ତି। ସଂଯୁକ୍ତ ସଂସଦୀୟ ସମିତି (ଜେପିସି) ତଦନ୍ତ ହେଲେ ଦୁର୍ନୀତି ପଦାକୁ ଆସିବ ବୋଲି ରାହୁଲ କହିଛନ୍ତି।
ନୂଆଦିଲ୍ଲୀ: ଆର୍‍ଏସ୍‍ଏସ୍‍କୁ ସର୍ବଦା ସମାଲୋଚନା କରିଆସୁଥିବା କଂଗ୍ରେସ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ପରେ ନିଜେ ହିନ୍ଦୁତ୍ୱ ଆଡକୁ ଢଳୁଥିବାର ସୂଚନା ଦେଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅତୀତରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ନିଜେ ହିନ୍ଦୁତ୍ୱରେ ବିଶ୍ୱାସ ରଖନ୍ତି ନାହିଁ ବୋଲି ମତ ଦେଇଥିଲେ ମଧ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏହି ରାଜ୍ୟଗୁଡିକରେ ଘନ ଘନ ମନ୍ଦିର...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी