Home Tags Pm Odisha visit

Tag: Pm Odisha visit

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି । ଆସନ୍ତା ମଙ୍ଗଳବାର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି  ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା-ବଲାଙ୍ଗିର ପଟୁ ଆରମ୍ଭ ହେବାକୁ ଥିବା ରେଳ ଚଳାଚଳର ଶୁଭାରମ୍ଭ କରିବେ । ସେହିପରି ବଲାଙ୍ଗିର ଓ ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ...
• ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ • ନିଉ ଇଣ୍ଡିଆର ବିକାଶରେ ଓଡିଶା ସାଜିବ ଇଞ୍ଜିନ • ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ଓ ଲୋକାର୍ପଣ କଲେ ନରେନ୍ଦ୍ର ମୋଦୀ • ଆୟୁଷ୍ମାନ ଭାରତ ଅଧିନରେ ଓଡିଶାରେ ଖୋଲିବ ୧୧୫୦ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର • ରାଜ୍ୟରେ ୧୦ ହଜାର କିଲୋମିଟର ସଡକ ବିସ୍ତାର ନେଟୱାର୍କ ନିର୍ମାଣ ପାଇଁ ଲକ୍ଷ୍ୟ • ଓଡିଶା ହେବ ତୈଳ, ପ୍ରାକୃତିକ ବାଷ୍ପ ଉଦ୍ୟୋଗର...
ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରର ପ୍ରମୁଖ କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ସ୍ବାସ୍ଥ୍ୟ, ସ୍ଵଚ୍ଛତା, କୁପୋଷଣ ଏବଂ ରୋଜଗାର ଯୋଗାଣ ​‌କ୍ଷେତ୍ରରେ  ବହୁ ପଛରେ ପଡି ଯାଇିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦାରିଦ୍ର୍ୟ ରାଜ୍ୟର ପିଛା ଛାଡୁ ନାହିଁ। ଏଠାକାର ଲୋକେ ରୋଜଗାର ଖୋଜିବା ପାଇଁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୁହାନ୍ତ ହୋଇଛି । ସୋମବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରବିବାର କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ ଗୋଶାଳରେ ହେବାକୁ ଥିବା ଏହି ସାଧାରଣ ସଭାରେ ହଜାର ହଜାର ଲୋକଙ୍କ ସମାଗମ...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୪ ତାରିଖ ଅପରାହ୍ନ ୧.୦୫ରେ ସ୍ୱତନ୍ତ୍ର ବିମାନ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକ୍ୟାପ୍ଟର ଯୋଗେ ୧ଟା ୪୦ ରେ ଭୁବନେଶ୍ୱର ଆଇଆଇଟି ଯିବେ । ସେଠାରେ ପହଞ୍ଚି ୧.୪୦ରୁ ୨.୨୦ ମଧ୍ୟରେ ବିଭିନ୍ନ...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଆଇଆଇଟି ଭୁବନେଶ୍ୱରକୁ ଆଗମନ ଅବସରରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାରତୀୟ ତୈଳ ନିଗମର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଏବଂ ଗେଲ୍‍(ଇଣ୍ଡିଆ)ର ପ୍ରଧାନମନ୍ତ୍ରୀ ‘ଉର୍ଜ୍ଜା ଗଙ୍ଗା ଯୋଜନା’ ଅନ୍ତର୍ଗତ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ- ଧାମରା ଗ୍ୟାସ ପାଇପଲାଇନ ଅଧିନସ୍ଥ ବୋକାରୋ-ଅନୁଗୁଳ ସେକ୍ସନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭୁବନେଶ୍ୱରଠାରେ ଭାରତୀୟ ତୈଳ ନିଗମ ଏବଂ ଗେଲ୍‍(ଇଣ୍ଡିଆ) ଲିମିଟେଡ଼ ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ...
ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ଏବଂ ଝାରସୁଗୁଡ଼ାର ବିମାନବନ୍ଦର ଲୋକପର୍ଣ କରିବା ଲାଗି ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଦନିକିଆ ଗସ୍ତ। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ତାଳଚେର ଓ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକାଧିକ ସରକାରୀ କାର୍ଯ୍ୟକ୍ରମ ଏବଂ ସାଧାରଣ ସଭା ନିମନ୍ତେ ୧୦୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी