Home Tags Peddy

Tag: peddy

ମାଲକାନଗିରି : ମାଲକାନଗିରି ଜିଲାରେ ୬୨ଟି ଧାନ ମଣ୍ଡିରେ ୩୦୦ କ୍ୱିଣ୍ଟାଲ ଧାନ ପଡ଼ି ରହିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ରକରି କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଶହ ଶହ ଧାନ ବସ୍ତା ପକାଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିବା ଜଣାପଡ଼ିଛି। ଚାଷୀଙ୍କ ଧାନ ମଣ୍ଡିରୁ ନ ଉଠିବା ପର୍ଯ୍ୟନ୍ତ...
ଭୁବନେଶ୍ୱର: ଚଳିତ ଖରିଫ ଧାନସଂଗ୍ରହ ପାଇଁ ୧୫ଲକ୍ଷ ଚାଷୀଙ୍କ ପଞ୍ଜୀକରଣ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଏହା ପୂରଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଧାର୍ଯ୍ୟଲକ୍ଷ୍ୟ ଛୁଇଁବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଚତୁର୍ଥ ଥର ପାଇଁ ଚାଷୀ ପଞ୍ଜୀକରଣ ସମୟସୀମା ବୃଦ୍ଧି କରିଛି। ଏଥର ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ନୂଆ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ତୃତୀୟ ଥର ପାଇଁ ଡିସେମ୍ବର...
ଦିଗପହଣ୍ଡି: ଆନ୍ଧ୍ରକୁ ଧାନ ଚାଲାଣ ବେଳେ ଆଜି ପ୍ରଶାସନ ଚଢ଼ଉ କରି ୩୩୦ କ୍ୱିଣ୍ଟାଲ ଧାନବସ୍ତା ଜବତ କରିଛି। ଚାଷୀ ଧାନ ଅମଳ କରି ଖଳାରେ ସାଇତି ରଖିଥବା ବେଳେ ଦିଗପହଣ୍ଡି ବ୍ଲକ୍‍ରେ ମଣ୍ଡି ଖୋଲାଯାଇଥିବାରୁ ଚାଷୀ ଶାଗମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକୁଥିବା ଖବର ‘ସମାଜ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା। ଏଥିପ୍ରତି ସଜାଗ ରହିଥିଲା ପ୍ରଶାସନ। ଆଜି ୩ଟି...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी