Home Tags Odisha nes

Tag: odisha nes

ଇସଲାମାବାଦ: ଗୁରୁତର ଆର୍ଥିିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଶେଷରେ ଚୀନର ସହାୟତା ନେଇପାରେ। ଏହାର ପ୍ରାଥମିକ ପଦକ୍ଷେପ ସ୍ୱରୂପ ଦୀର୍ଘ ବର୍ଷ ଧରି ଅନୁମତି ଅପେକ୍ଷାରେ ଥିବା ଚୀନ୍‍ର ସିଲ୍କ ରୋଡ୍‍ ପ୍ରକଳ୍ପକୁ ପାକିସ୍ତାନ ସମର୍ଥନ ଓ ସହଯୋଗ କରିବ ବୋଲି ସୂଚନା ମିଳିଛି। କରାଚିର ମୋଟ୍ରୋପଲିସ୍‍ ଉପକୂଳରୁ ପେଶୱାରର ଉତ୍ତରପଶ୍ଚିମ ଅଞ୍ଚଳକୁ ରେଳ ସଂଯୋଗ ଚୀନ୍‍ର ସିଲ୍କ ରୋଡ୍‍ ପ୍ରକଳ୍ପର ପ୍ରମୁଖ ଅଂଶ ଭାବେ ପରିଗଣିତ...
ଝାରସୁଗୁଡ଼ା: ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସମୃଦ୍ଧ। ଓଡ଼ିଶାର ବରପୁତ୍ରମାନଙ୍କର ଜ୍ଞାନ, ତ୍ୟାଗ, ବଳିଦାନ ଓ ସାହସର ପଟ୍ଟାନ୍ତର ନାହିଁ। ଓଡ଼ିଶା ରତ୍ନଗର୍ଭା। କିନ୍ତୁ ସରକାରଙ୍କ ଉଦାସୀନତା ଯୋଗୁଁ ଓଡ଼ିଶାବାସୀ ଗରିବ। ଓଡ଼ିଶାର ଗରିବ ଲୋକଙ୍କ୍‍ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ଶୁକ୍ରବାର ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ସମାବେଶରେ ଏଭଳି ଢଙ୍ଗରେ ଓଡ଼ିଶା ସରକାରଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରିଛନ୍ତି...
ନୂଆଦିଲ୍ଲୀ: ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍‍ ହିଂସାଗ୍ରସ୍ତ ଦେଶ। ଇରାକ୍‍ରେ ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି ହେଉଥିବାବେଳେ ଆଫ୍‍ଗାନିସ୍ତାନ ତାଲିକାର ତୃତୀୟ ସ୍ଥାନରେ ରହିଛି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭାରତରେ ହେଉଥିବା ଆତଙ୍କବାଦ ବା ହିଂସା ମଧ୍ୟରୁ ୫୩% ସିିପିଆଇ ମାଓବାଦୀଙ୍କ ଦ୍ୱାରା ସଂଗଠିତ ହେଉଛି। ଆଇଏସ୍‍, ତାଲିବାନ୍‍ ଓ ଏଆଇ ଶାବାବ ପରେ ନକ୍ସଲ ସଂଗଠନ ଚତୁର୍ଥ ହିଂସା...
ନୂଆଦିଲ୍ଲୀ : ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ସାହ ମହମୁଦ କ୍ୟୁରେଶୀଙ୍କ ମଧ୍ୟରେ ନ୍ୟୁୟର୍କଠାରେ ହେବାକୁ ଥିବା ବୈଠକକୁ ଭାରତ ସରକାର ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ବୈଠକ ଧାର୍ଯ୍ୟ ହେବାର ୨୪ ଘଣ୍ଟା ନପୂରୁଣୁ ପାକିସ୍ତାନ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ୩ ଜଣ ପୁଲିସ୍‍ କର୍ମୀଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ। ଏହାପରେ ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର...
ମୁମ୍ବଇ: ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷାର ମାନ୍ୟତା ଲାଭ କରିଛି। ହିନ୍ଦୀ ପଛକୁ ଗୁଜରାଟୀ ଓ ତା’ ପଛକୁ ତେଲୁଗୁ ଭାଷାରେ ଆମେରିକାରେ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି। କିନ୍ତୁ ୨୦୧୦ ରୁ ୨୦୧୭ ମଧ୍ୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ସେଠାରେ ୮୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ୟୁଏସ୍‍ ସେନସସ୍‍ ବ୍ୟୁରୋର ତଥ୍ୟାନୁଯାୟୀ, ଆମେରିକାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୨୧.୮% ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି।...
ନୂଆଦିଲ୍ଲୀ .- ରେଳଯାତ୍ରା କରିବା ସମୟରେ ଏବେ ଚା ଓ କଫି ପାଇଁ ଅଧିକ ଟଙ୍କା ଦେବାକୁ ପଡିବ ।  ଏବେ ରେଳରେ ଚା ଓ କଫି  ପାଇଁ ୭ ଟଙ୍କା ଦେବାକୁ ପଡୁଥିବା ବେଳେ ଆଗକୁ ୧୦ ଟଙ୍କା ଦେବାକୁ ପଡିବ। ଟି ବ୍ୟାଗ ସହ ଦିଆଯାଉଥିବା ଚା’ର ମୂଲ୍ୟ ବୃଦ୍ଧି ହୋଇଛି  । ମାତ୍ର ରାଜଧାନୀ ଓ ଶତାଦ୍ଦୀରେ ଦର ଅପରିବର୍ତ୍ତିତ ରହିବ । ସାଧାରଣ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी