Browsing Tag

odish anews

କ୍ରୟ ହେଲାଣି ୨୧ ପ୍ରତିଶତରୁ ଅଧିକ : ମାର୍ଚ୍ଚ ୩୧ ଯାଏ ଚାଲିବ ଧାନ ସଂଗ୍ରହ

ଭବନେଶ୍ବର : ରାଜ୍ୟରେ ଚଳିତବର୍ଷ ଏପର୍ଯ୍ୟନ୍ତ ୫୫.୩ଲକ୍ଷ ମେଟ୍ରିକ୍‍ ଟନ୍‍ ଖରିଫ ଧାନ ସଂଗ୍ରହ କରାଯାଇଛି। ଯାହାକି ଗତବର୍ଷଠାରୁ ୨୧ପ୍ରତିଶତ ଅଧିକ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…
Read More...

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କର ନୃସିଂହନାଥ ପରିଦର୍ଶନ

ଭୂବନେଶ୍ୱର : ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବୁଧବାର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଭୂବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବାହାରି  ପଦ୍ମପୁର ନିକଟସ୍ଥ ସତୀଭଟା ଏୟାର ଷ୍ଟିପ୍ ରେ ପହଞ୍ଚି ସେଠାରୁ…
Read More...

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ୨ କି.ମି ବୁହା ହେଲେ ଗର୍ଭବତୀ ମହିଳା

ଠାକୁରମୁଣ୍ଡା : ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଶରତ ଥାନା ଅନ୍ତର୍ଗତ କଳମଗାଡ଼ିଆ ଗ୍ରାମପଞ୍ଚାୟତ ନାକଚିଡା…
Read More...

ଲକ୍ଷ୍ମୀପୁର ବିଡିଓ ବହିଷ୍କୃତ, ପିପିଲିରେ ଅତିରିକ୍ତ ତହସିଲଦାର ଥିବା ବେଳର ଘଟଣାକୁ ନେଇ ହେଲେ ବହିଷ୍କୃତ

ଲକ୍ଷ୍ମୀପୁର :  କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବିଡିଓ ଦିଲ୍ଲୀପ କୁମାର ପଟ୍ଟନାୟକ ଚାକିରୀରୁ ବହିଷ୍କୃତ ହୋଇଛନ୍ତି। ସେ ପୁରୀ ଜିଲା ପିପିଲିରେ ୨୦୦୯ ମସିହାରେ ଅତିରିକ୍ତ ତହସିଲଦାର ଥିବା ବେଳେ ତାଙ୍କ ନାମରେ ଏକ…
Read More...

ଆସନ୍ତାକାଲିଠାରୁ କରୋନା ଟୀକାକରଣ ଅଭିଯାନ : ଗାଇଡଲାଇନ୍ ଜାରି କଲେ ସରକାର

ଭୁବନେଶ୍ୱର : କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ବର ସର୍ବ ବୃହତ ଟୀକାକରଣ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ତେବେ ରାଜ୍ୟ ସରକାର ଟୀକାକରଣ ନେଇ ଗାଇଡଲାଇନ୍ ଜାରି କରିଛନ୍ତି।  ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ଲାଗିହେଲା ମକର ଚାଉଳ ଓ ପୋଡପିଠା

ଆରଡି : ପବିତ୍ର ମକର ସଂକ୍ରାନ୍ତିରେ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କୁ ଲାଗିହେଲା ମକର ଚାଉଳ ଓ ପୋଡପିଠା। ଅନ୍ୟପଟେ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କ ଧାଡିଦର୍ଶନ ନିମନ୍ତେ କୋଭିଡ ନିୟମ ଅନୁଯାୟୀ ସକାଳ ୭ରୁ…
Read More...

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା : ୯୨.୩୭ କୋଟିର ବୋନସ ଓ ସହାୟତା

ଭୁବନେଶ୍ବର : କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ସେଥିରେ କେବଳ ବୋନସର ପରିମାଣ ୫୯.୭୮ କୋଟି ରହିଛି। ଏହାସହିତ…
Read More...

ଛେଣ୍ଡିପଦାରେ ଭବ୍ୟ ସ୍ୱାଗତ ପାଇଁ ଦଳର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକମାନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ…

ଛେଣ୍ଡିପଦା : ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନତଡା ଆମ୍ବପାଳ ଠାରେ ଦଳର କାର୍ଯ୍ୟକର୍ତା ଓ ସ୍ଥାନୀୟ ଲୋକମାନେ ଭବ୍ୟ ସ୍ୱାଗତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମୁଖ୍ୟ ବିଚାରପତି

ପୁରୀ : ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ. ମୁରଲୀଧର ଶନିବାର ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାରିକେଡ୍‌ ଦେଇ ସେ ଭିତରେ ପ୍ରବେଶ କରିଥିଲେ।…
Read More...

ନାର୍କୋ ଟେଷ୍ଟ ପାଇଁ ମନା କଲା ଅଭିଯୁକ୍ତ

ନୟାଗଡ଼ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ସହମତି ନମିଳିବାରୁ ଶୁକ୍ରବାର ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ ନର୍କୋଟେଷ୍ଟ ଆବେଦନକୁ ଖାରଜ କରିଛନ୍ତି। ଏସ୍ଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଆଜି ଆବେଦନ କରିଛି…
Read More...