Home Tags Odi anews

Tag: odi anews

କଟକ : ଯୁବ ସମାଜସେବୀମାନେ ଗରିବମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। କଟକ ରେଳ ଷ୍ଟେସନରେ ଥିବା ଗରିବ ବ୍ୟକ୍ତିଙ୍କ ସହ ଦୀପ ଜଳାଇ ଏହି ପର୍ବ ବୁଧବାର ରାତି ୮.୩୦ଟାରେ ପାଳନ କରିଛନ୍ତି। ଯୁବପିଢିମାନେ ସେମାନଙ୍କୁ ଦୀପ ଜଳାଇବାକୁ ସମସ୍ତ ଦ୍ରବ୍ୟ ଯୋଗାଇ ଦେଇଥିଲେ। ତାପରେ ତାଙ୍କ ସହ ବାଣ ଫୁଟାଇ ଥିଲେ। ଏନେଇ ସେମାନେ ଖୁବ ଖୁସି ହୋଇଥିଲେ। ବାଣ ଫୁଟାଇବା ଓ ଦୀପ...
କଟକ/ଭଦ୍ରକ : ଆଇନଜୀବୀଙ୍କ ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ । ବୁଧବାର ମଧ୍ୟ ଆଇନଜୀବୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଆଇନଜୀବୀମାନେ ଆଜି ହାଇକୋର୍ଟ ବାର୍‍ ଆସୋସିଏସନ୍‍ ପାଖରୁ ଏକ ଶୋଭାଯାତ୍ରାରେ ବାହାରି କଟକ ଜିଲ୍ଲା ଦୌରାଜଜ୍‍ଙ୍କ କୋର୍ଟ ସମ୍ମୁଖକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଅପରପକ୍ଷେ ଅଗଷ୍ଟ ୨୮ ତାରିଖରେ ପୁଲିସ୍‍ ମାଡ଼ର ଶିକାର ହୋଇଥିବା ଆଇନଜୀବୀଙ୍କ ମାମଲାର ଶୁଣାଣି ଆସନ୍ତା ୧୨ ତାରିଖକୁ ହାଇକୋର୍ଟ...
ବ୍ୟକ୍ତି ଜୀବନରେ ଗ୍ରହର ପ୍ରଭାବ ସର୍ବଦା ରହିଥାଏ। ବ୍ୟକ୍ତିର ସ୍ୱାସ୍ଥ୍ୟ, ଧନ, ମନ ଓ ସମ୍ପର୍କ ସହିତ ଗ୍ରହମାନଙ୍କର ସମ୍ବନ୍ଧ ରହିଛି। ଯଦି ଗ୍ରହମାନଙ୍କର କୃପା ଦୃଷ୍ଟି ଲାଭ କରିବା ପାଇଁ ଚାହୁଁଛନ୍ତି, ତେବେ ଗ୍ରହ ଶାନ୍ତି ହୋମଯଜ୍ଞ ଓ ପୂଜାପାଠ ସମେତ ଅନ୍ୟ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏପରିକି ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ମଧ୍ୟ ଗ୍ରହମାନଙ୍କ ପ୍ରଭାବକୁ ନିୟନ୍ତ୍ରଣ କରିଥାଏ। ଏହି...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी