Home Tags Neem

Tag: neem

ଶୀତଦିନେ ନିମ୍ବ ପତ୍ରର ବ୍ୟବହାର ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ମେଡିକାଲ ସାଇନ୍ସରେ ନିମ୍ବ ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଛି। ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ନିମ୍ବ ପତ୍ରର ବ୍ୟବହାର କରିବା ଦ୍ବାରା ଶରୀରକୁ କ’ଣ ଲାଭ ହୋଇଥାଏ .. ନିମ୍ବ...
ନିମପତ୍ର ଏପରି ଏକ ପତ୍ର ଯେଉଁଥିରେ ବହୁ ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଛି। ଏହା ପାଟିକୁ ପିତା ସତ ହେଲେ ଶରୀର ପାଇଁ ଅମୃତ ସଦୃଶ। ନିମପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି। ପ୍ରତିଦିନ ୨ଟି ନିମ ପତ୍ର ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିବା ସହ ଶରୀର ନିରୋଗ ରହିଥାଏ। ପ୍ରତିଦିନ ୨ଟି ନିମପତ୍ର ଚୋବାଇ ଖାଇଲେ ମଧୁମେହରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...
ନିମ୍ବଗଛର ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ନିମ୍ବ ଗଛର ପତ୍ର ଓ ଫୁଲକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ । ଏହା ଅନେକ ରୋଗ ଦୂର କରିବା ସହ ଅନେକ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ । ଏସବୁ ଥିଲା ନିମ୍ବର ଔଷଧୀୟ ଗୁଣ, ଏବେ ଆସନ୍ତୁ ଜାଣିବା ଏହାର ଧାର୍ମିକ ମହତ୍ତ୍ଵ କ’ଣ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी