Home Tags Nail

Tag: nail

ସୁନ୍ଦର ନଖ ଝିଅମାନଙ୍କ ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସେଥିପାଇଁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ଲମ୍ବା ଓ ସୁନ୍ଦର ଦେଖାଯାଉ। ଆପଣ ଦେଖିଥିବେ ଛୋଟ ନଖ ଅପେକ୍ଷା ଲମ୍ବା ନଖରେ ନେଲପଲିସ୍ ଲଗାଇଲେ ତାହା ଅଧିକ ସୁନ୍ଦର ଦିଶେ। ତେଣୁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ସୁନ୍ଦର ଦିଶୁ। କିନ୍ତୁ ତଥାପି କିଛି ଝିଅଙ୍କର ନଖ ବିଲକୁଲ ବଢ଼େ ନାହିଁ।...
ସଭିଏଁ ନଖକୁ ସୁନ୍ଦର କରି ରଖିଥାଆନ୍ତି। ଏହା ପ୍ରାୟ ଆପଣ ଦେଖିଥିବେ। ମାତ୍ର ନଖର ଆକାର ଓ ଏହାର ରଙ୍ଗ ଆପଣଙ୍କର ଆର୍ଥିକ ସ୍ଥିତି, ସ୍ୱଭାବ ବିଷୟରେ ବହୁ କିଛି ଜଣାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଖ ସହ ଜଡ଼ିତ କିଛି କଥା କୁହାଯାଇଛି। ଜାଣନ୍ତୁ ତାହା କ’ଣ.... ଯେଉଁମାନଙ୍କର ନଖ ସାଧରଣ ହଳଦିଆ ରଙ୍ଗର ହୋଇଥାଏ, ସେମାନଙ୍କ ଜୀବନରେ ଛୋଟ ବଡ଼ ସମସ୍ୟା ଲାଗି ରହିଥାଏ। ଯେଉଁମାନଙ୍କ ନଖ ସାମାନ୍ୟ...
ହସ୍ତରେଖା ବିଶେଷଜ୍ଞ କହିବା ଅନୁଯାୟୀ, ନଖରୁ ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ ଜଣାପଡିଥାଏ। ଏହାସହ ଭାଗ୍ୟ ସମ୍ବନ୍ଧରେ ମଧ୍ୟ ଜଣାପଡିଥାଏ। ହାତର ରେଖା ମନୁଷ୍ୟ ପାଇଁ ଯେତିକି ଆବଶ୍ୟକ ନଖ ମଧ୍ୟ ସେତିକି ମହତ୍ତ୍ବ ରଖିଥାଏ। ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ନଖ ୪ଭାଗରେ ବିଭକ୍ତ। ଯଥା – ଲମ୍ବା ନଖ, ଚଉଡା ନଖ, ଛୋଟ ନଖ, ଅଧିକ ଛୋଟ ନଖ। ଛୋଟ ନଖ : ଏପରି ନଖ ଥିବା ବ୍ୟକ୍ତି ସର୍ବଦା...
ନଖ ଆମ ଶରୀରର ଏକ ଅଂଶ। ଏହା ହାତକୁ ସୁନ୍ଦର ମଧ୍ୟ କରିଥାଏ। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଶରୀରର ରୋଗ ସହିତ ନଖର ସମ୍ପର୍କ ରହିଛି। ଏକ ଗବେଷଣାରୁ ଜଣାପଡିଛି ଯେ, ଶରୀରର ରୋଗ ଅନୁସାରେ ନଖର ରଙ୍ଗରେ ପରିବର୍ତ୍ତନ ଆସିଥାଏ। ଗବେଷଣାରୁ ଜଣାପଡ଼ିଛି, ଯଦି ନଖର ରଙ୍ଗ ଧଳା ପଡ଼ିଯାଉଛି ତାହା ଲିଭରରେ କିଛି ସମସ୍ୟାକୁ ସୂଚିତ କରିଥାଏ। ଦୀର୍ଘଦିନ ଧରି ନଖର ଅବସ୍ଥା...
ଆଜିକାଲିର ଫ୍ୟାସନରେ ସାଧାରଣତଃ ସମସ୍ତ ମହିଳା ଓ ଝିଅମାନେ ଲମ୍ବା ନଖ ରଖିବା ପସନ୍ଦ କରୁଛନ୍ତି। ଲମ୍ବା ନଖ ରଖିବା ଦ୍ବାରା ତାହା ବାରମ୍ବାର ଭାଙ୍ଗି ଯାଇଥାଏ। ସେହିପରି ଲମ୍ବା ନଖ ବଢିବା ବେଳେ ମଧ୍ୟ ଅଧାରୁ ଭାଙ୍ଗି ଯାଇଥାଏ। ହାତରେ ଲମ୍ବା ନଖ ଥିଲେ ତାହା ସୁନ୍ଦର ଦେଖା ଯାଇଥାଏ। ଆସନ୍ତୁ ଜାଣିବା ନଖକୁ ସୁନ୍ଦର ଓ ଲମ୍ବା କରିବାର ଉପାୟ ..ଅନେକ ଝିଅମାନେ ନଖ ବଢାଇଥାନ୍ତି।...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी