Home Tags Nabin

Tag: nabin

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିବେ। ଦିନ ପ୍ରାୟ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସ୍ଥିତ ସତୀଭଟା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରେ କର୍ମାମାନଙ୍କୁ ଉଦବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିନ ୨ଟା ୧୫ରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୁଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ରାଜନୈତିକ ସଚିବ ସୋମବାର ନିଯୁକ୍ତ ହୋଇଛନ୍ତି। ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସ ଏହି ନୂତନ ସଚିବ ପଦରେ ନିଯୁକ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।...
ନୂଆପଡ଼ା: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଉଦବୋଧନ ଦେଇ କହିଥିଲେ, ‘କାଳିଆ’ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି, ଏପ୍ରିଲ ୧ରେ ଦ୍ୱିତୀୟ କିସ୍ତି ‘କାଳିଆ ଟଙ୍କା’ ମିଳିବ ବୋଲି ମଧ୍ୟ କହିଛନ୍ତି। ଏହା ଛଡ଼ା...
ପୁରୀ : ପୁରୀର କଣାସରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଶହ ୫୧ କୋଟିର ୧୨ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ନବନିର୍ମିତ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ମଧ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବେଶ ଲୋକପ୍ରିୟ ହୋଇଛି। ଏଥିରେ...
କଣ୍ଟାମାଳ: ବୌଦ୍ଧ ଓ କଣ୍ଟାମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୪୫ଟି ଜନହିତକାରୀ ପ୍ରକଳ୍ପକୁ ସେ ଉଦଘାଟନ କରିଛନ୍ତି। ଏଥିରେ ୪ଟି ହାଇଭୋଲଟେଜ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ୧୦୦ ସିଟ ବିଶିଷ୍ଟ ଛାତ୍ରୀନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ସେହିପରି ବୌଦ୍ଧରେ ୭୬ କୋଟି ଟଙ୍କାରେ ୪୭ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ...
ବାରଙ୍ଗ : ଓଡ଼ିଶା ପାଇଁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଉପକଣ୍ଠ ବାରଙ୍ଗର ରତାଗଡ଼ରେ କ୍ୟାନସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି। ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଶୈଳୀରେ ଏହା ନିର୍ମାଣ କରାଯିବ।...
କେନ୍ଦୁଝର : କେନ୍ଦୁଝର ପଣ୍ଡାପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ପଣ୍ଡାପଡ଼ିଆରେ ପହଞ୍ଚି ‘କାଳିଆ’ ସମାବେଶରେ ସେ ଯୋଗ ଦେଇଛନ୍ତି। ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ନାଁରେ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି। ଚାଷୀ ପରିବାର ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ନୂଆ ‘କାଳିଆ ଛାତ୍ର ବୃତ୍ତି ଯୋଜନା’ର ଘୋଷଣା କରିଛନ୍ତି। ଏଥିରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପିଲାମାନେ  ଉପକୃତ ହେବେ। ପିଲାମାନେ ମାଗଣାରେ ବୃତ୍ତିଭିତ୍ତିକ ଶିକ୍ଷା ପାଇବେ।
କେନ୍ଦୁଝର : କେନ୍ଦୁଝର ପଣ୍ଡାପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ପଣ୍ଡାପଡ଼ିଆରେ ପହଞ୍ଚି ‘କାଳିଆ’ ସମାବେଶରେ ସେ ଯୋଗ ଦେଇଛନ୍ତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।
ମୟୂରଭଞ୍ଜ : ରାଇରଙ୍ଗପୁର ମହୁଲଡ଼ିହା ପଡ଼ିଆରେ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି । ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ୪୫ କୋଟି ଟଙ୍କା ମୂଲ୍ୟର ୨୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଶନ ଶକ୍ତି ଯୋଜନାରେ ୧୬ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ଏତଦ ବ୍ୟତୀତ ସେଠାରେ ସେ ୯୬୦.୩୪ କୋଟି...
ଗଞ୍ଜାମ : ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ୧୧୦୦ କୋଟି ଟଙ୍କା ପ୍ରକଳ୍ପର ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୨୩୧ ଟି ପ୍ରକଳ୍ପର ଉଦଘାଟନ ଓ ୪୮ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପୁରୀର ମାଳତୀପାଟପୁରଠାରେ ଚାଷୀ ସମାବେଶ ପରେ ଆଜି ଗଞ୍ଜାମରେ ଦ୍ୱିତୀୟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ରଙ୍ଗେଇଲୁଣ୍ଡା ଠାରେ ଉପକରଣ ବଣ୍ଟନ କରିଛନ୍ତି। ‘କାଳିଆ’ ଯୋଜନାରେ ଚାଷୀଙ୍କୁ ସହାୟତା ପତ୍ର...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी