Browsing Tag

murder

ବିଲେଇସାଥୀ ହତ୍ୟା ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ଅନ୍ୟମାନେ ଫେରାର

ପାଟଣାଗଡ : ବିଲେଇସାଥୀ ଗ୍ରାମରେ ଗତ ୧୪ ତାରିଖ ଦିନ ଘଟିଥିବା ସଂଗଠିତ ହତ୍ୟାକାଣ୍ଡରେ ୨ ଜଣ ଅଭିଯୁକ୍ତ ଚତୁର୍ଭୁଜ ସାହୁ(୬୦) ଏବଂ ରୁଦ୍ରେଶ୍ୱର ଗୁପ୍ତା(୨୪)ଙ୍କୁ ଶନିବାର ପାଟଣାଗଡ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ…
Read More...

ଲକଡାଉନରେ ଗୋଷ୍ଠୀ ସଂଘର୍ଷ ; ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ, ଜଣେ ଆହତ

ପାଟଣାଗଡ : ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂର୍ଘଷକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଏଥିରେ ଅନ୍ୟ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।…
Read More...

ମନ୍ଦିର ପରିସରରେ ଶୋଇଥିବା ୨ ପୂଜକଙ୍କୁ ହତ୍ୟା, ବୁଲନ୍ଦସହରରେ ଚାଞ୍ଚଲ୍ୟ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ଅନୁପସହରରେ ଦୁଇ ପୂଜକଙ୍କୁ ହତ୍ୟା କରାଯାଇଛି। ସାଧୁ ଦୁଇଜଣ ମନ୍ଦିର ପରିସରରେ ରାତିରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହାଣି ହତ୍ୟା…
Read More...

ମାସ୍କ ପିନ୍ଧିବାକୁ ମନା କରିବାରୁ…ଦିବ୍ୟାଙ୍ଗ ପୁଅର ତଣ୍ଟି ଚିପି ହତ୍ୟା କଲା ବାପା

କଲକାତା: କରୋନା ଭୂତାଣୁକୁ ନେଇ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାମଧ୍ୟରେ ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଉତ୍ତର କଲକାତାରେ ଜଣେ ବାପା ତା’ର ଦିବ୍ୟାଙ୍ଗ ପୁଅକୁ ତଣ୍ଟି ଚିପି…
Read More...

ନିଖୋଜ ନାବାଳକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା, ଗୋଷ୍ଠୀ ସଂଘର୍ଷରୁ ହତ୍ୟା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଜିଲା ବିଲାସପୁର ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳକଙ୍କ ମୃତଦେହ ମଙ୍ଗଳବାର ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଉକ୍ତ…
Read More...

କରୋନା ସନ୍ଦିଗ୍ଧଙ୍କ ବିଷୟରେ ସୂଚନା ଦେବାରୁ ଯୁବକଙ୍କୁ ପିଟି ହତ୍ୟା

ପାଟନା: କରୋନା ସନ୍ଦିଗ୍ଧଙ୍କ ବିଷୟରେ ପ୍ରଶାସନକୁ ଖବର ଦେବାରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ବିହାରର ସୀତାମଢ଼ୀ ଜିଲାର ମଧୌଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ୨ ଯୁବକ ନିକଟରେ ମହାରାଷ୍ଟ୍ରରୁ…
Read More...

ଲକ୍‌ଡାଉନ: ଘରୁ ବାହାରିବାରୁ ସାନ ଭାଇକୁ ହତ୍ୟା କଲା ବଡ଼

ମୁମ୍ବଇ: ସାରା ଦେଶ ଲକ୍‌ଡାଉନ ହୋଇଛି। ଲୋକେ ଘରୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି। ଦେଶ ବ୍ୟାପୀ ବିଭିନ୍ନ ସ୍ଥାନରେ ପୁଲିସ ବି ଯାଞ୍ଚ କଡ଼ାକଡ଼ି କରୁଛି। କିନ୍ତୁ ଲକ୍‌ଡାଉନ ସମୟରେ…
Read More...

ଗଛ କଟା ଓ ପଟା ଜବତ ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ

କାଲିମେଳା: ମାଲକାନାଗିରି ଜିଲାର କାଲିମେଳା ବ୍ଳକ୍ ଓ ଥାନା ଅନ୍ତର୍ଗତ ଚିନ୍ତୱାଡା ଗ୍ରାମପଞ୍ଚାୟତର ବଟନୀ ଗୁନ୍ଧାର ଜେବା ମାଡକାମି(୭୦)କୁ ହତ୍ୟା କରାଯାଇଛି। ରାତି ୧୦ଟା ସମୟରେ ବଟନୀଗୁଡା ଗାଁରୁ ପ୍ରାୟ ୩୦୦ ମିଟର…
Read More...

ସ୍ତ୍ରୀକୁ ମାରି ସ୍ୱାମୀ କଲା ଆତ୍ମସମର୍ପଣ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋପୀନାଥପୁର ନୂଆସାହି ଆଦିବାସୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ତାର ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା…
Read More...

ବଳଦ ବିକ୍ରିକୁ ନେଇ ହିଂସା: ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ତଥା ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ଅନ୍ତର୍ଗତ ଭାଲୁଘରା ଗ୍ରାମରେ ବଳଦ ବିକ୍ରି ଟଙ୍କାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ସଂଘ ବଦ୍ଧ ଭାବେ ପିଟି ପିଟି ହତ୍ୟା…
Read More...