Browsing Tag

Modi

ୟୁଟ୍ୟୁବରେ ବି ଆଗରେ ମୋଦୀ: କୋଟିଏ ଟପିଲା ସବ୍ସକ୍ରାଇବର ସଂଖ୍ୟା, ବହୁତ ପଛରେ ବାଇଡେନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ସବ୍ସକ୍ରାଇବରଙ୍କ ସଂଖ୍ୟା ୧ କୋଟି ଟପିଯାଇଛି। ଏହି ସଂଖ୍ୟା ଅନ୍ୟ ନେତାମାନଙ୍କ ଚ୍ୟାନେଲ ସଂଖ୍ୟାଠାରୁ ବହୁତ ଅଧିକ। ଭାରତର ଅନ୍ୟ ବଡ଼ ବଡ଼…
Read More...

ଦିଦିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୦ଟା ୪୫ରେ ରାଜଭବନରେ ରାଜ୍ୟପାଳ ଜଗଦୀପ ଧନଖଡ଼ ତାଙ୍କୁ…
Read More...

ଜଳବାୟୁ ଉପରେ ଲିଡର୍ସ ସମ୍ମିଟ୍‍: ଏପ୍ରିଲରେ ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ୍‍

ୱାଶିଂଟନ: ଜଳବାୟୁ ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ। ସେଥିପାଇଁ ବିଶ୍ୱସ୍ତରରେ ଚାଲିଥିବା ପ୍ରୟାସର ଅଂଶ ଭାବରେ ଆଗାମୀ ଏପ୍ରିଲ ମାସରେ ଆୟୋଜନ ହେଉଛି ଲିଡର୍ସ ସମ୍ମିଟ୍‍। ଏପ୍ରିଲ ୨୨ ଓ ୨୩ତାରିଖ ଦୁଇଦିନ ଧରି ଏହି…
Read More...

ଚୀନର ଚାଲାକି: ବାଂଲାଦେଶକୁ ମାଗିଲା ଭାକ୍ସିନ ପରୀକ୍ଷଣ ଖର୍ଚ୍ଚ, ଭାରତକୁ କରୋନା ଟିକା ମାଗିଲେ ଶେଖ୍‌ ହସିନା

ଢାକା: ସାରା ବିଶ୍ଵରେ କରୋନା ଭୂତାଣୁ ବ୍ୟାପିବା ପଛରେ ଚୀନର ହାତ ରହିଥିବା ବିଭିନ୍ନ ରାଷ୍ଟ୍ର ଅଭିଯୋଗ କରିଆସୁଛନ୍ତି। ଚାଲାକ୍‌ ଚୀନ କରୋନା ଭୂତାଣୁ ଯୋଗୁ ବହୁ ଦେଶକୁ ମାସ୍କ, ପିପିଇ କିଟ୍‌, ଟିକା ସମେତ ଅନ୍ୟାନ୍ୟ…
Read More...

ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଜମାଖାତାକୁ ୧୮ ହଜାର କୋଟି ପଠାଇଲେ

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ୯ କୋଟି ଚାଷୀଙ୍କ ବ୍ୟାଙ୍କ୍‍ ଜମାଖାତାକୁ ୧୮ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଭିଡ଼ିଓ…
Read More...

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।…
Read More...

ମମତାଙ୍କ ନିଶାଣରେ ମୋଦୀ: ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ଉଠାଇବା ସହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଳଙ୍କ ଆକ୍ଷେପ: ୧୨ କୋଟି ଚାକିରି ଉଭାନ, ପ୍ରଶ୍ନ କଲେ ଉତ୍ତର ଉଭାନ

ନୂଆଦିଲ୍ଲୀ: ଜିଡ଼ିପି ପରିସଂଖ୍ୟାନ ଜାରି ହେବା ପରେ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ଆକ୍ଷେପ କରିଆସୁଛନ୍ତି । ଗତ ସୋମବାର ଦିନ ଦେଶର…
Read More...

ଭାରତୀୟମାନଙ୍କ ନବସୃଜନ ବିଶ୍ୱରେ ଶ୍ରେଷ୍ଠ – ପ୍ରଧାନମନ୍ତ୍ରୀ

ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍‍ କି ବାତ୍‍'ରେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମର୍ପଣ ଭାବ…
Read More...

ଖେଳନା ହେଉ ସୃଜନଶୀଳତାର ମାଧ୍ୟମ, ଦେଶ ହେଉ ଆତ୍ମନିର୍ଭର – ପ୍ରଧାନମନ୍ତ୍ରୀ

ଷ୍ଟାର୍ଟଅପ୍‍ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍‍ ଅପ୍‍ ଫର୍‍ ଟଏଜ୍‍’ ଆହ୍ୱାନ କରୋନା ମହାମାରୀ ସମୟରେ ଛୋଟ ପିଲାମାନଙ୍କ ସମୟ କେମିତି କଟୁଥିବ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ କହିଛନ୍ତି।…
Read More...