Home Tags Make in odisha

Tag: make in odisha

ଭୁବନେଶ୍ୱର: ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ - ୨୦୧୮ର ଆଜି ତୃତୀୟ ଦିବସରେ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ନିବେଶ ଉପରେ ଆଲୋଚନା ହେଉଛି। ସୋମବାର କନ୍‍କ୍ଲେଭ୍‍ର ଦ୍ୱିତୀୟ ଦିବସରେ ଦେଶର ଘରୋଇ କ୍ଷେତ୍ର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବହୁ ବିଶିଷ୍ଟ ଶିଳ୍ପପତି,ବ୍ୟାଙ୍କ ମୁଖ୍ୟଙ୍କ ସମେତ ବିଦେଶ ପ୍ରତିନିଧି ଓ ବିଶେଷଜ୍ଞ ଯୋଗ ଦେଇଥିଲେ। ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମତ ରଖିବା ଅବସରରେ ସେମାନେ ରାଜ୍ୟରେ...
ଭୁବନେଶ୍ୱର: ଓଡ଼ିଶାରେ ୧୪,୪୦୦ କୋଟି ଟଙ୍କାର ନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ୍‍। ଗଞ୍ଜାମ, ରାୟଗଡ଼ା ଆଦି ରାଜ୍ୟର ବିଭିନ୍ନ ସ୍ଥାନର ବିଭିନ୍ନ ପ୍ରକଳ୍ପରେ ଏହି ପୁଞ୍ଜି ବିନିଯୋଗ ହେବ। ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୧୮ରେ ଯୋଗ ଦେବା ଅବସରରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା ଏହି ସୂଚନା ଦେଇଛନ୍ତି। କନ୍‍କ୍ଲେଭ୍‍ର ଦ୍ୱିତୀୟ ଦିବସରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଲେ...
ଭୁବନେଶ୍ୱର: ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୧୮ର ଦ୍ୱିତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି। ଆଜିର ଦିବସର ମୁଖ୍ୟାଂଶ ରହିଛି ‘ବିଜିନେସ୍‍ ଲିଡରସିପ୍‍।’ ଏହି ସେସନ୍‍ରେ ଯୋଗ ଦେଇଛନ୍ତି ରିଲାଏନ୍‍ସ ଗ୍ରୁପ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପ୍‍ର ଅଧ୍ୟକ୍ଷ ଗୌତମ ଆଦାନୀ, ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜିନ୍ଦଲ୍‍ ଗ୍ରୁପ୍‍ର ଅଧ୍ୟକ୍ଷ ନବୀନ ଜିନ୍ଦଲ୍‍, ଜାପାନ ରାଷ୍ଟ୍ରଦୂତ ପ୍ରମୁଖ। ଦ୍ୱିତୀୟ ଦିବସ...
ଭୁବନେଶ୍ୱର : ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ରବିବାର ଅର୍ଥାତ୍ ଆଜି ଭୁବନେଶ୍ୱର ଜନତା ମଇଦାନରେ ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନକ୍ଲେଭର ଉଦଘାଟନ କରିବାର ଯୋଜନା ରହିଛି । ଜାପାନ, ଫ୍ରାନ୍ସ, ରଷିଆ, ଜର୍ମାନୀ, ସାଉଦି ଆରବ ଓ ୟୁନାଇଟେଡ଼ ଆରବ ଏମିରେଟ୍ସ ଏଭଳି ୬ଟି ରାଷ୍ଟ୍ର ଭାରତ ଓ ବିଦେଶର ୧୫୦ ପ୍ରମୁଖ ଶିଳ୍ପପତିଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ...
ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀଠାରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ନିବେଶକ ସମ୍ମିଳନୀ ଏବଂ ରୋଡ୍‍ ଶୋ’। ଏହି ଅବସରରେ ନୂଆଦିଲ୍ଲୀଠାରେ ଆଜି ବିଭିନ୍ନ ରାଷ୍ଟ୍ରର ବାଣିଜ୍ୟ ଏବଂ ଦୂତାବାସ ପ୍ରତିନିଧିଙ୍କୁ ଭେଟିଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ। ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮କୁ ବିଭିନ୍ନ ରାଷ୍ଟ୍ରରୁ ନିବେଶକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‍ ଶୀଘ୍ର କଲକାତା, ବେଙ୍ଗାଲୁରୁ ଏବଂ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी