Browsing Tag

Makara sankranti

ମକର ସଂକ୍ରାନ୍ତିରେ ରାଶିଙ୍କ ଉପରେ ପ୍ରଭାବ

ମକର ସଂକ୍ରାନ୍ତି ସବୁଠାରୁ ବିଶେଷ ପର୍ବ ଅଟେ। ଏହାକୁ ସବୁ ସଂକ୍ରାନ୍ତି ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଇଛି। ଏହି ରାଶିରେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଥିବା ହେତୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ମକର…
Read More...

ମକର ସଂକ୍ରାନ୍ତିରେ ରାଶି ଖାଇବାର ମହତ୍ତ୍ବ

ମକର ସଂକ୍ରାନ୍ତି ଭାରତର ଏକ ବଡ ପର୍ବ ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରାତଃ ସମୟରେ ସ୍ନାନ, ଦାନ ଓ ରାଶି ଖାଇବାର ଅନେକ…
Read More...