Home Tags Life style

Tag: life style

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗ ଓ କୋଣ ସହ ସମ୍ବନ୍ଧିତ କିଛି ନିୟମ ଓ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁକୁ ମାନୁଥିବା ବ୍ୟକ୍ତିମାନେ ଭଲ ଭାବେ ଜାଣିଥାଆନ୍ତି ଯେ, ବାସ୍ତୁଦୋଷ ପ୍ରଭାବ ଦ୍ବାରା ପରିବାର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ କିଛି ଟିପ୍ସ ରହିଛି। ତାହାକୁ ମାନି ଚଳିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ସମାପ୍ତ ହୋଇଯାଏ। ଏହାସହ...
ଘରୁ ବାହାରିବା ସମୟରେ ପ୍ରଥମେ ‘ଶ୍ରୀ ଗଶେଶାୟ ନମଃ’ ମୁହଁରେ ଧରନ୍ତୁ ତା’ ପରେ ଘରୁ ବାହାରନ୍ତୁ । ଏହା ଦ୍ବାରା କାର୍ଯ୍ୟ ନିଶ୍ଚୟ ସମ୍ପର୍ଣ୍ଣ ହେବ । ଘରୁ ବାହାରିବା ସମୟରେ ଗୁଡ ଖାଇ ବା ଅଳ୍ପ ପାଣି ପିଇ ବାହାରନ୍ତୁ । ଏହା ଦ୍ବାରା କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିବ । ଏତତ୍ ବ୍ୟତୀତ ଘରର ଏରୁଣ୍ଡି ବନ୍ଦ ବାହାରେ କିଛି କଳା ଲଙ୍କା ବିଛାଡି ପକାଇ ଦିଅନ୍ତୁ...
ଆମେ ସମସ୍ତେ ଗାଧୋଇବା ବେଳେ ସାବୁନ ବ୍ୟବହାର କରିଥାଉ। ଏହାସହ ନିଜ ପସନ୍ଦ ମୁତାବକ ସାବୁନ ବ୍ୟବହାର କରୁ। କିନ୍ତୁ ଆପଣ ଜାଣିଛନ୍ତି କି ଜ୍ୟୋତିଷଶାସ୍ତ୍ର ଅନୁସାରେ ସାବୁନ ବ୍ୟବହାର କରିବା ଦ୍ବାରା କ’ଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ସାବୁନ ବ୍ୟବହାର କରିବାର ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ମାନିବା ଉଚିତ। ୧. ଯେଉଁମାନଙ୍କ ଜନ୍ମ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥାଏ ତାଙ୍କର ନିଜ ବାପାଙ୍କ ସମ୍ପର୍କ ଖରାପ...
ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରେ ଆମେ ତୁଳସୀ ଓ କେସରର ବ୍ୟବହାର କରିଥାଉ। ଖାଦ୍ୟ ପଦାର୍ଥର ସ୍ବାଦ ବଢାଇବା ନିମନ୍ତେ କେସର ଓ ତୁଳସୀର ବ୍ୟବହାର କରାଯାଇଥାଏ। ଏହାସହ ମୁହଁର ସୌନ୍ଦର୍ଯ୍ୟ ବଢାଇବା ନିମନ୍ତେ ଏହାର ବ୍ୟବହାର କରାଯାଇଥାଏ। କେସକୁ ଗରମ କ୍ଷୀରରେ ମିଶାଇ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ। କେସରକୁ ନିୟମିତ ରୂପେ କମ ମାତ୍ରାରେ ନେବା ଉଚିତ। କାରଣ ଏହା ଶରୀରର ସନ୍ତୁଳନ ଠିକ ରଖିଥାଏ। ଏହା...
ରବିବାରକୁ ସୂର୍ୟ୍ୟ ଦେବତାଙ୍କ ଦିନ ଭାବରେ ଜଣାଯାଏ । ସୂର୍ୟ୍ୟ ଦେବତ ହେଉଛନ୍ତି ଯଶ ବା ବୈଭବର ଦେବତା । ତାଙ୍କୁ ପୂଜା କରିବା ଦ୍ୱାରା ଧନ-ଧାନ୍ୟ ଓ ସୁଖ-ସମୃଦ୍ଧିରେ ଘର ପୁରି ଉଠେ । ଆପଣଙ୍କର ଆର୍ଥିକ ସଂକଟରେ ଗତି କରୁଛନ୍ତି କି? ଆପଣ ବହୁତ ଚେଷ୍ଟା କରି ମଧ୍ୟ ହାତରେ ଟଙ୍କା ରହୁନି ଏବଂ ଆପଣଙ୍କର ସମ୍ମାନହାନି ଘଟୁଛି ତେବେ ରବିବାର ଏହି ଉପାୟ ଗ୍ରହଣ କଲେ...
ଶୀତ ଋତୁ ସହ ବିଭିନ୍ନ ପର୍ବ ବା ଉତ୍ସବ ଆରମ୍ଭ ହୋଇଯାଇଛି । ଆଉ ଏହି ସମୟରେ ପ୍ରାୟ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । କିନ୍ତୁ ଶୀତ ଋତୁରେ ତ୍ବଚା ଶୁଷ୍କ ହେବା କାରଣରୁ ଚେହେରାର ସୁନ୍ଦରତା ନଷ୍ଟ ହୁଏ । ଯଦି ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇଁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ । ପାଣି: ଆଲୋକର ପର୍ବ ଦୀପାବଳିରେ ଯଦି ଆପଣ ବି...
କେବେ କେବେ ଆମ ଭାଗ୍ୟ ବହୁତ ଭଲ ହୋଇଥାଏ । ଜାତକରେ ଗ୍ରହ ଏବଂ ଜୀବନରେ ଦଶା ମଧ୍ୟ ଅତି ଉତ୍ତମ ସ୍ଥାନରେ ରହିଥାନ୍ତି। ତଥାପି ସମୟ ସହ ଭାଗ୍ୟ ସାଥ ଦେଇ ନଥାଏ । ହେବାକୁ ଯାଉଥିବା କୌଣସି କାର୍ଯ୍ୟ ହଠାତ୍ ଅଟକି ଯାଏ । ଆମ ଜୀବନ ସହ ଜଡିତ ଦୁର୍ଭାଗ୍ୟ ଏ ସବୁର କାରଣ । ଆଉ ଏହି ଦୁର୍ଭାଗ୍ୟ ଆମେ ନିଜ ଅଜାଣତରେ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी