Home Tags Lawer strike

Tag: Lawer strike

କଟକ: ଆଇନଜୀବୀଙ୍କୁ ପୁଲିସର ମାଡ଼ ଅଭିଯୋଗ ପ୍ରତିବାଦରେ ରାଜ୍ୟ ବାପୀ ଚାଲୁଥିବା ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଏହି ଆନ୍ଦୋଳନରୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓହରିଯାଇଛି। ସାମ୍ମୁଖ୍ୟର ସମସ୍ତ ସଦସ୍ୟ କାର୍ଯ୍ୟରେ ଯୋଗଦେବା ପାଇଁ ଆଜି ନିବେଦନ କରାଯାଇଛି। ଆସନ୍ତା ୨୯ କିମ୍ବା ୩୦ରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଥିବା ନେଇ ସାମ୍ମୁଖ୍ୟ ଆବାହକ ମିଲନ କାନୁନଗୋ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ...
କଟକ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁ ଆସନ୍ତାକାଲି ‘ନବୀନ ନିବାସ’ ଘେରାଉ କାର୍ଯ୍ୟକ୍ରମ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତା ଶୁକ୍ରବାର ସାଧାରଣ ପରିଷଦ ବୈଠକ ପରେ ଏ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ହାଇକୋର୍ଟ ସନ୍ନିକଟ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଆଜି ମଧ୍ୟ ଆଇନଜୀବୀମାନେ...
କଟକ : ଆଇନଜୀବୀଙ୍କ ଆନ୍ଦୋଳନର ୨୮ଦିନରେ ପହଞ୍ଚିଛି। ସମାଧାନର ବାଟ ଫିଟି ପାରୁନାହିଁ। ସରକାର ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ନେଇ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ପୂର୍ବରୁ ହାଇକୋର୍ଟ ସମେତ ବିଭିନ୍ନ ନିମ୍ନ ଅଦାଲତରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଆଇନଜୀବୀମାନେ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ହାଇକୋର୍ଟ ସନ୍ନିକଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ, ରେଭେନ୍ସା କଲିଜିଏଟ ସ୍କୁଲ, ଶିଶୁ ଭବନ ବ୍ୟତୀତ ସମସ୍ତ ସରକାରୀ...
କଟକ : ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ଶୁଣାଣି ହୋଇଥିଲା। ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ସରକାର ମହଲତ ନେଇଥିଲେ। ଆସନ୍ତା ବୁଧବାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी