Home Tags Kalia

Tag: kalia

କେନ୍ଦ୍ରାପଡ଼ା : କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଶୁକ୍ରବାର କେନ୍ଦ୍ରାପଡ଼ାରେ ୩ ଲକ୍ଷରୁ ଅଧିକ ଭୂମିହୀନ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ରାଜ୍ୟ ସରକାର ସହାୟତା ଆରମ୍ଭ କରିବେ। ସୂଚନା ଅନୁଯାୟୀ, ପ୍ରତି ଭୂମିହୀନ ଚାଷୀଙ୍କୁ ସରକାର ୩ଟି ପର୍ଯ୍ୟାୟରେ ୧୨ ହଜାର ୫ଶହ ଟଙ୍କା ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ଓ ତୃତୀୟ ପର୍ଯ୍ୟାୟରେ ୪...
ଭୁବନେଶ୍ୱର : ’କାଳିଆ’ ଯୋଜନାରେ ରାଜ୍ୟର ଭୂମିହୀନ ଚାଷୀଙ୍କୁ ଶୁକ୍ରବାର ସହାୟତା ଟଙ୍କା ବଣ୍ଟନ କରାଯିବ। ପ୍ରାୟ ସାଢ଼େ ଚାରି ଲକ୍ଷ  ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଯୋଜନାରେ, ଚିହ୍ନଟ ହୋଇଥିବା ହୋଇଥିବା ଭୂମିହୀନ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା କରାଯିବ। କେନ୍ଦ୍ରାପଡାରେ ଏକ ବିଶାଳ ଚାଷୀ ସମାବେଶରେ ଭୂମିହୀନ ଚାଷୀଙ୍କୁ ଏହି ସହାୟତା ଟଙ୍କା ବଣ୍ଟନ...
ଭୁବନେଶ୍ବର: କାଳିଆ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ନେଇ ରାଜ୍ୟର ସବୁ ପଞ୍ଚାୟତରେ ‘କାଳିଆ ରଥ’ ପହଞ୍ଚିବ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସଚେତନତା ଯାତ୍ରାର ଶୁଭାରମ୍ଭ କରିଛନ୍ତି। କାଳିଆ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଅଡିଓ ଭିଜୁଆଲ, ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଗାଁ ଗହଳିରେ ଯୋଜନାର ପ୍ରଚାର କରାଯିବ। ବିଭିନ୍ନ...
ପୁରୀ: ମାଳତିପାଟପୁରରେ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାର ଶୁଭାରମ୍ଭ  କରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ଟଙ୍କା ଆସିବ ବୋଲି ଘୋଷଣା ହୋଇଛି...
ପୁରୀ : ଶୁକ୍ରବାର ପୁରୀ ଜିଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ ‘କାଳିଆ’ ଯୋଜନା ପାଇଁ ଏକ ବୃହତ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକରୁ ପ୍ରାୟ ୨ଲକ୍ଷ ଚାଷୀ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ...
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ସୁଦ୍ଧା ‘କାଳିଆ’ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇ ଦିଆଯିବ ବୋଲି ସମବାୟ ଏବଂ ଖାଦ୍ୟ  ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ ।...
ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିବେ । ଡିସେମ୍ବର ୩୧ ତାରିଖ ଅର୍ଥାତ୍ ୨୦୧୮ ମସିହାର ଶେଷ ଦିନରେ ସଚିବାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକର ଚାଷୀମାନଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରି​‌ବେ । ୧୦ ଲକ୍ଷ ଭୂମିହୀନ ପରିବାରଙ୍କ ଜୀବିକା ଉପାର୍ଜନ, ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ୧୨,୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ମୁଖ୍ୟମନ୍ତ୍ରୀ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी