Home Tags Jharsuguda airport

Tag: jharsuguda airport

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ କଲିକତାକୁ ବିମାନ ଉଡ଼ିବ ବୋଲି ଜଣାପଡିଛି। ଗତ ୯ତାରିଖରେ ସ୍ପାଇସ ଜେଟ ପକ୍ଷରୁ ୮ଜଣିଆ ଦଳ ଆସି ଏୟାରପୋର୍ଟ ପରିଦର୍ଶନ କରିବା ପରେ ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ୬ଗୋଟି ସହରକୁ ବିମାନ ଚଳାଚଳ କରିବା ସୂଚନା ଦେଇଥିଲେ। ତେବେ ମଙ୍ଗଳବାର ଦିନ ଏଲାଏନ୍ସ ଏୟାରର ୪ଜଣିଆ ପ୍ରତିନିଧି ଦଳ କଲିକତାରୁ ଆସି...
ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‍ଘାଟନକୁ ଇତିମଧ୍ୟରେ ମାସେ ପୂରିଗଲାଣି। ଅଥଚ ଏହି ସମୟ ମଧ୍ୟରେ ଉଡାନ୍‍ର ସ୍ୱପ୍ନ ପୂରଣ ହୋଇପାରି ନାହିଁ। ସେହିପରି ଚପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିମାନବନ୍ଦରର ନାମକରଣ ମଧ୍ୟ ହୋଇପାରି ନାହିଁ। ପ୍ରଧାନମନ୍ତ୍ରୀ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ବିମାନବନ୍ଦରର ଉଦ୍‍ଘାଟନ କରିଥିଲେ। ଏହା ପରେ ଏଠାରୁ ଏୟାର ଓଡ଼ିଶାର ଏକ ବିମାନ କିଛି ଦିନ ପାଇଁ ଚଳାଚଳ କରିଥିଲା। କିନ୍ତୁ ଗତ ୧୫...
ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ଏବଂ ଝାରସୁଗୁଡ଼ାର ବିମାନବନ୍ଦର ଲୋକପର୍ଣ କରିବା ଲାଗି ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଦନିକିଆ ଗସ୍ତ। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ତାଳଚେର ଓ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକାଧିକ ସରକାରୀ କାର୍ଯ୍ୟକ୍ରମ ଏବଂ ସାଧାରଣ ସଭା ନିମନ୍ତେ ୧୦୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ...
ଭୁବନେଶ୍ବର : ଝାରସୁଗୁଡା ବିମାନ ବନ୍ଦରକୁ  ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ପତ୍ର ଲେଖିଛନ୍ତି। ଝାରସୁଗୁଡା ବିମାନ ବନ୍ଦର ସେପ୍ଟେମ୍ବର ୨୨ରେ ଉଦଘାଟନ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ଝାରସୁଗୁଡା ପଶ୍ଚିମ ଓଡିଶାର ଶିଳ୍ପ  ଓ ଖଣିଜ ଅଞ୍ଚଳରେ ଅବସ୍ଥିତ ।ବିମାନ ଚଳାଚଳ ହେବା...
ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରରେ ଆଜି ବାୟୁସେନାର ବୋଇଂ ୭୩୭ ବିମାନ ପରୀକ୍ଷାମୂଳକ ଉଡ଼ାଣ କରିଛି। ଆଜି ମଧ୍ୟାହ୍ନ ୧୨ଟା ୨୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ବାୟୁସେନାର ବୋଇଂ ୭୩୭ ଅବତରଣ କରିଥିଲା। ବାୟୁସେନାର ଅଧିକାରୀମାନେ ସୁରକ୍ଷିତ ଭାବେ ବୋଇଂ ୭୩୭ ବିମାନ (ନଂ. କେ ୫୦୧୪)କୁ ଅବତରଣ କରିବା ସହିତ ରନ୍‍ୱେ ସହିତ ଅନ୍ୟାନ ସୁରକ୍ଷା ଅନୁଧ୍ୟାନ କରିଥିଲେ। ବାୟୁସେନା ଅଧିକାରୀମାନେ ବିମାନବନ୍ଦର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी