Home Tags Home

Tag: Home

ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ଥାଏ ଯେ, ଭାଗ୍ୟ ସର୍ବଦା ତାଙ୍କ ସହ ରହୁ। ଜୀବନରେ ସମସ୍ତ କ୍ଷେତ୍ରରେ ଉନ୍ନତି କରନ୍ତୁ। କିନ୍ତୁ ଏହା ସମ୍ଭବ ହୋଇ ପାରି ନଥାଏ। ବେଳେବେଳେ ଭାଗ୍ୟ ଧୋକା ଦେଇ ଦେଇଥାଏ। ଘରର ମାଟି ଯୋଗୁଁ ଭାଗ୍ୟ ଆପଣଙ୍କ ସହ ଖାପ ଖୁଆଇ ପାରିନଥାଏ। ପ୍ରତ୍ୟେକ ବ୍ୟକ୍ତି ଘରେ ଅଲଗା ଅଲଗା ମାଟି ରହିଥାଏ। ସେହି ମାଟି ଆପଣଙ୍କ ଭାଗ୍ୟର ଉନ୍ନତି ଉପରେ ପ୍ରଭାବ...
ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ବାରା ଘରର ସୁଖ-ସମୃଦ୍ଧି ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ବାସ୍ତୁର ଛୋଟ ଛୋଟ ଉପାୟ ଦ୍ବାରା ଘରର ଅନେକ ଦୋଷ କମ ହୋଇଥାଏ। ଏହାସହ ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ। ଘରର ଉତ୍ତର ଦିଗ ଅନେକ ମହତ୍ତ୍ବ ରଖିଥାଏ। ଉତ୍ତର ଦିଗରେ ଅଁଳା ଓ ତୁଳସୀ ବୃକ୍ଷ ଲଗାଇବା ଉଚିତ। ପାଣିର ଟାଙ୍କୀକୁ ସର୍ବଦା ଉତ୍ତର ଦିଗରେ ରଖିବା...
ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, କେଉଁ ଦ୍ରବ୍ୟ କେଉଁ ଠାରେ ରଖିବା ଉଚିତ। ବସ୍ତୁକୁ ଭୁଲ ସ୍ଥାନରେ ରଖିବା ଦ୍ୱାରା ତାହାର କୁପରିଣାମ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଏହାସହ ବସ୍ତୁକୁ ଠିକ ଦିଗରେ ରଖିବା ଉଚିତ। ବାସ୍ତୁରେ ଘର ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ। ବାସ୍ତୁଶାସ୍ତ୍ରରେ ଦିଆଯାଇଥିବା ନିୟମ ପାଳନ କରିବା...
ଘର ଅଗଣା ହେଉ କିମ୍ବା ଘର ବାହାର ହେଉ ଅନେକ ଗଛ ଆମେ ଲଗାଇଥାଉ। କିଛି ଗଛ ଏପରି ରହିଛି ଯାହା ଲଗାଇବା ଦ୍ୱାରା ଘରର ସମୃଦ୍ଧି ହୋଇଥାଏ। ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା, ଘରେ କେଉଁ ଗଛ ଲଗାଇବା ଉଚିତ .. ତୁଳସୀ ଗଛ: ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ ଉପରେ ପଡ଼ିବା ଦରକାର।...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी