Home Tags Hockey world cup

Tag: hockey world cup

ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ଥର ପାଇଁ ଉଦ୍‍ଘାଟନୀ ଉତ୍ସବ ଆୟୋଜନ କରି ବିଶ୍ୱରେ ନୂତନ ଇତିହାସ ସୃଷ୍ଟି କରିଥିବା ଓଡ଼ିଶା ହକି ବିଶ୍ୱକପ-୨୦୧୮ ଭୁବନେଶ୍ୱରର ଉଦ୍‍ଯାପନୀ ଉତ୍ସବ ସ୍ୱତନ୍ତ୍ର ଭାବେ ଆୟୋଜିତ ହେବ ନାହିଁ। ଏ ନେଇ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ସଭାପତି ନରେନ୍ଦ୍ର ବାତ୍ରା ସୂଚନା ଦେଇଛନ୍ତି। ହକି ବିଶ୍ୱକପରେ ଉଦଘାଟନୀ କିମ୍ବା ଉଦ୍‍ଯାପନୀ ଉତ୍ସବ ସ୍ୱତନ୍ତ୍ର ଭାବେ କେବେ ଆୟୋଜିତ ହୋଇନଥାଏ। ଓଡ଼ିଶାରେ...
ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍‍ରେ ସୋମବାର ପୁଲ୍‍ ‘ଏ’ର ୨ଟି ମ୍ୟାଚ୍‍ ଖେଳାଯିବ। ପ୍ରଥମ ମ୍ୟାଚରେ ଦୁଇ ୟୁରୋପୀୟ ଦଳ ସ୍ପେନ୍‍ ଓ ଫ୍ରାନ୍‍ସ ମଧ୍ୟରେ ମୁକାବିଲା ହେବ। ୨ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ୩ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ଉଭୟ ଦଳ ବିଜୟଧାରା ବଜାୟ ରଖିବା...
ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟର ୧୪ ତମ ସଂସ୍କରଣ ଓଡ଼ିଶାରେ ଆରମ୍ଭ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ବୁଧବାର ସନ୍ଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍‍ରେ ବେଲଜିୟମ୍‍ କାନାଡ଼ାକୁ ଭେଟୁଥିବା ବେଳେ ପରେ ପରେ ଭାରତ ଭେଟିବ ଦକ୍ଷିଣ ଆଫ୍ରିିକାକୁ। ବିଶ୍ୱକପ୍‍ରେ ଭାଗ ନେଇଥିବା ୧୬ଟି ଟିମ୍‍କୁ ୪ଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ଭାରତ ଗ୍ରୁପ୍‍ ସିରେ ରହିଛି। ବିଶ୍ୱକପ୍‍ରେ ପ୍ରଥମ ଥର ପାଇଁ କ୍ରସ୍‍ଓଭର ପଦ୍ଧତି ଲାଗୁ...
ଭୁବନେଶ୍ବର : ହକି ବିଶ୍ବକପ ନିମନ୍ତେ ରାଜଧାନୀ ଭୁବନେଶ୍ବର ନୂଆବୋହୂ ପରି ସଜେଇ ହୋଇ ସାରିଛି। ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଏହି ଉଦଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ସଙ୍ଗୀତ ନିର୍ଦେଶକ ଏ.ଆର୍.ରେହମାନ ଯୋଗ ଦେବେ। ଏ.ଆର୍.ରେହମାନ ଲାଇଭ ଶୋରେ ହକି ବିଶ୍ବକପର ଉଦଘାଟନୀ ସଙ୍ଗୀତ ‘ଜୟହିନ୍ଦ୍ ଇଣ୍ଡିଆ’...
ଭୁବନେଶ୍ବର : ହକି ବିଶ୍ବକପ ପାଇଁ ରାଜଧାନୀ ଭୁବନେଶ୍ବର ନୂଆ ରୂପରେ ସଜେଇ ହୋଇ ସାରିଛି। ବିଶ୍ବକପ ପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ନଭେମ୍ବର ୨୭ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପାଇଁ ଆୟୋଜନ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ସକାଳେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଆର୍ଜେଣ୍ଟିନା ପୁରୁଷ ହକି ଟିମ୍ ପହଞ୍ଚିଛନ୍ତି। ଦୁଇ ତିନି ଦିନ ମଧ୍ୟରେ ଅନ୍ୟ...
ଭୁବନେଶ୍ୱର : ହକି ବିଶ୍ୱକପ ପ୍ରତିଯୋଗିତା ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାର ଲାଗିଛି। ପ୍ରତିଯୋଗିତାରେ ଅନ୍ୟତମ ଟାଇଟଲ ଫେବରିଟ୍‍ ପାକିସ୍ତାନକୁ ନେଇ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି। ସର୍ବାଧିକ ୪ଥର ବିଶ୍ୱକପ ଟାଇଟଲ ହାସଲ କରିଥିବା ପାକିସ୍ତାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ହେବା ନିଶ୍ଚିତ ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ପାକିସ୍ତାନ ଦଳକୁ ସୁରକ୍ଷା ଯୋଗାଇ ଦେବା ନେଇ...
ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ବିଶ୍ୱକପ୍‍ ଆୟୋଜନ ହେବ। ଏଥିପାଇ ବିଦେଶରୁ ପ୍ରାୟ ୨୫ ହଜାରପର୍ଯ୍ୟଟକ ଭାରତ ଆସିବା ସମ୍ଭାବନା ରହିଛି। ଅନେକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ସମ୍ପର୍କରେ ଜାଣନ୍ତି ନାହିଁ। ଏଥିପାଇଁ ଏବେ ପ୍ରଥମେ ଭାରତ ମାନଚିତ୍ର ପ୍ରସ୍ତୁତ ହେଉଛି; ଯେଉଁଥିରେ ଓଡ଼ିଶା ମାନଚିତ୍ର ଅଧିକ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯାଇଛି। ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ଏହି ମାନଚିତ୍ରକୁ ପ୍ରଦର୍ଶିତ କରାଯିବ।...
ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ହକି ବିଶ୍ୱକପ ପୂର୍ବରୁ କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରରେ କ୍ରୀଡ଼ା ବାତାବରଣ ସୃଷ୍ଟି କରିବାକୁ ଆଗେଇ ଆସିଛି ଇମର୍ଜିିଂ ସ୍ପୋର୍ଟସ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଇମର୍ଜିିଂ ସ୍ପୋର୍ଟସର ମିଳିତ ଆନୁକୂଲ୍ୟରେ ଏସିଆର ସର୍ବବୃହତ୍‍ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ ହୋଟେଲ ମେଫେୟାରରେ ନଭେମ୍ବର ୨ ଓ...
ଭୁବନେଶ୍ୱର : ୧୬ ଦେଶ, ୧୯ ଦିନ, ୩୬ ମ୍ୟାଚ, ଗୋଟିଏ ଟ୍ରଫି। ହକି ମହାକୁମ୍ଭ ଚତୁଦଶ ପୁରୁଷ ହକି ବିଶ୍ୱକପ -୨୦୧୮ ଭୁବନେଶ୍ୱର ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ଓ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି। କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ହକି ବିଶ୍ୱକପର ଆରମ୍ଭ ହୋଇଛି ଅବଗଣନା। ଆଉ ମାତ୍ର ୫୫ ଦିନ ପରେ ଖେଳାଯିବାକୁ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी