Home Tags Health

Tag: health

ମିଠା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ। କିନ୍ତୁ ମିଠା ଖାଇବା ଦ୍ବାରା ଶରୀରର ଅନେକ କ୍ଷତି ହୋଇଥାଏ। ଡାଇବେଟିସ ରୋଗୀମାନେ ମିଠା ଖାଇବା ଅନୁଚିତ। କିନ୍ତୁ ମିଠା ଖାଇବା ଅଭ୍ୟାସ ଶୀଘ୍ର ଯାଇ ନଥାଏ। ବ୍ୟକ୍ତି ମିଠା ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ବଢି ଯାଇଥାଏ। ଆସନ୍ତୁ ଜାଣିବା, ଶର୍କରା ମାତ୍ରା କମାଇବାର ଉପାୟ ବିଷୟରେ .. ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରି ମିଠା ପ୍ରସ୍ତୁତ : ମିଠା ଖାଇବାକୁ ପସନ୍ଦ...
ଖରାଦିନରେ ବିଭିନ୍ନ ଫଳ ମଧ୍ୟରେ ଆମ୍ବ ଓ ତରଭୂଜ ପ୍ରଚୁର ପରିମାଣରେ ମିଳିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ। ତେଣୁ ଲୋକେ ବହୁ ମାତ୍ରାରେ ଏହି ଦୁଇଟି ଫଳ କିଣିଥାଆନ୍ତି। ମାତ୍ର ସଭିଏଁ ଧ୍ୟାନ ଦେଇନଥାଆନ୍ତି ଯେ, ଏହା ପ୍ରାକୃତିକ ଉପାୟରେ ଫଳ ପାଚିଛି ବା ଫଳକୁ ପଚାଇବା ପାଇଁ କ୍ଷତିକାରକ କେମିକାଲକୁ ବ୍ୟବହାର କରାଯାଇଛି। ତେଣୁ ଜାଣନ୍ତୁ ଯେଉଁ ସମୟରେ ଆପଣ ଫଳ କିଣିବେ...
ଭାତ ବିଶେଷ କରି ବିଭିନ୍ନ ସ୍ଥାନର ମୁଖ୍ୟ ଖାଦ୍ୟ ଅଟେ। ବହୁ ଲୋକଙ୍କ ଏପରି ଧାରଣା ଯେ ଭାତ ନଖାଇଲେ ପେଟ ଭର୍ତ୍ତି ହୋଇନଥାଏ। ସେହିପରି ବହୁ ଲୋକଙ୍କ ଏପରି ମଧ୍ୟ ଧାରଣା ଯେ, ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ। ମାତ୍ର ଏହି ଧାରଣା କେତେ ପରିମାଣରେ ସଠିକ ସେ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଭାତ ଖାଇବା ଦ୍ୱାରା ଆମକୁ କି କି...
ଖରାଦିନରେ ସାଧାରଣତଃ ଶରୀରରେ ଜଳୀୟଅଂଶ କମିଯାଏ। ତେଣୁ ଏହି ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ମଧୁମେହ ଓ ରକ୍ତଚାପ ରୋଗୀଙ୍କୁ ନିଜର ଅଧିକ ଯତ୍ନ ନେବା ଆବଶ୍ୟକ। ଖରାଦିନରେ ରକ୍ତଚାପ ବଢିବାର ଆଶଙ୍କା ଅଧିକ ରହିଥାଏ। ତେବେ ଖରାଦିନରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଆବଶ୍ୟକୀୟ ଟିପ୍ସ ବିଷୟରେ ଜାଣନ୍ତୁ .... ରକ୍ତଚାପ ଓ ମଧୁମେହ...
ବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ବୃଦ୍ଧି ପାଉଥିବା ଓଜନକୁ ନିୟନ୍ତ୍ରିତ କରିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଦେଉଛନ୍ତି। ବହୁ ସମୟରେ ଏପରି ମଧ୍ୟ ଦେଖାଯାଏ, କେତେକ ଲୋକେ ଓଜନ ହ୍ରାସ ପାଇଁ ସୁସ୍ୱାଦୁ , ମସଲାଯୁକ୍ତ ଖାଦ୍ୟ ଖାଇନଥାଆନ୍ତି। ଏପରି କରିବା ଦ୍ୱାରା ଓଜନ ହ୍ରାସ ପାଇଲେ ମଧ୍ୟ ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ମିଳିପାରେ ନାହିଁ। ଓଜନ କମ କରିବା ପାଇଁ ଆମେ କେତେକ...
ଅଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜର ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ, ନ ଖାଇବେ ସେଥିପ୍ରତି ସଚେତନ ରହିବା ଆବଶ୍ୟକୀୟ । ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇଲେ ହିଁ ଆପଣ ସୁସ୍ଥ ଓ ଫିଟ୍ ରହିପାରିବେ । ଖାଦ୍ୟ ଗ୍ରହଣ ସର୍ବଦା ସମୟ ଉପରେ ନିର୍ଭର କ​‌ରେ । ଭୁଲ ସମୟରେ ଉତ୍ତମ ଖାଦ୍ୟ...
ଆଲୁବୁଖାରା (ଏକ ପ୍ରକାର କୋଳି) ମଧ୍ୟରେ ସ୍ୱାସ୍ଥ୍ୟ ହିତକାରୀ ଗୁଣ ଭରପୁର ମାତ୍ରାରେ ରହିଛି। ଖରାଦିନରେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି କୁହଯାଏ। ଏହା ଶରୀର ପାଇଁ ଯେତେ ଉପକାରୀ ମୁହଁ ପାଇଁ ମଧ୍ୟ ସେତେ ଉପକାରୀ। ଏହାର ସ୍ୱାଦ ଖଟାମିଠା। ଏଥିରେ ଭିଟାମିନ, ମିନେରାଲ୍ସ, ଫାଇବର ଭରପୁର ମାତ୍ରାରେ ରହିଛି। ଏହା ଖାଇବା ଦ୍ୱାରା କି କି ଉପକାର ହୋଇଥାଏ, ଆସନ୍ତୁ ଜାଣିବା.... ଆଲୁବୁଖାରା...
ଯେକୌଣସି ଖାଦ୍ୟକୁ ଅଧିକ ଖାଇବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଲୁଣର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା, ରକ୍ତଚାପ ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ କାରଣରୁ ସୃଷ୍ଟି ହେଉଥିବା ଏଭଳି କିଛି ଲକ୍ଷଣ ଓ ସଙ୍କେତ ବିଷୟରେ ଜାଣନ୍ତୁ...
ଆଧୁନିକ ଜୀବନଶୈଳୀରେ ବ୍ୟକ୍ତିମାନେ ନିଜ କାମ ବ୍ୟତୀତ ଅନ୍ୟ କୌଣସି ଦିଗ ପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। କାମର ବୋଝ ଓ ଥକାପଣ ଯୋଗୁଁ ଅଧିକତଃ ବ୍ୟକ୍ତି ରାତିରେ ଭୋଜନ ନ କରି ଶୋଇ ପଡନ୍ତି। କିଛି ବ୍ୟକ୍ତି ମୋଟାପଣ ଯୋଗୁଁ ରାତିରେ ଖାଇ ନ ଥାଆନ୍ତି। କିନ୍ତୁ ରାତିରେ ଉପାସରେ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଏହସହ ଅନେକ ରୋଗର ବଶବର୍ତ୍ତୀ ହେବାକୁ...
ପ୍ରତ୍ୟେକ ମଣିଷ ଚାହିଁଥାଏ ଉତ୍ତମ ସ୍ୱାସ୍ଥ୍ୟ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ୱାଦୁ ଓ ପୃଷ୍ଟିକର ଖାଦ୍ୟ ଆବଶ୍ୟକ। ସାଧାରଣତଃ ଖାଇବା ବେଳେ ଆମେ ବିଭିନ୍ନ ପାତ୍ରରେ ଖାଇଥାଉ। ଏହାଦ୍ୱାରା ଆମ ଶରୀରର ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇଲେ କିପ୍ରକାର ସମସ୍ୟା ହୋଇଥାଏ? ଲୌହ କିମ୍ବା ଷ୍ଟିଲ : ନିୟମିତ ରୂପେ ଲୌହ ପାତ୍ରରେ ଖାଦ୍ୟ ଗ୍ରହଣ କଲେ ମନ ଅସ୍ଥିର ରହିଥାଏ।...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी