Home Tags Hand

Tag: hand

ମୁହଁର ସୁନ୍ଦରତା ସହ ହାତର ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। କାରଣ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଦୁଇ ଗୁଣିତ କରିଥାଏ। ହାତ ଶୁଷ୍କ ଓ ଖରାର ପ୍ରଭାବରେ ହାତର ରଙ୍ଗ କମ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ ପ୍ରଭାବ ପକାଇଥାଏ। ବଜାରରେ ବହୁ ପ୍ରକାରର କେମିକାଲ ଯୁକ୍ତ କ୍ରିମ ମିଳିଥାଏ, ଯାହାକୁ ଲଗାଇବା ଦ୍ୱାରା ଏହା ଆମ ଚର୍ମ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ମାତ୍ର...
ସୁନ୍ଦର ଓ କୋମଳ ହାତ ସବୁ ଝିଅଙ୍କର ଇଚ୍ଛା ଥାଏ। କିନ୍ତୁ ବେଳେବେଳେ କିଛି କାରଣ ପାଇଁ ହାତର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ। ସମୟର ଅଭାବ ଯୋଗୁଁ ଆମେ ନିଜ ହାତର ଯତ୍ନ ଠିକ ଭାବେ ନେଇ ପାରି ନଥାଉ। କିନ୍ତୁ ଏପରି କିଛି ଘରୋଇ ଉପାୟ ରହିଛି ଯାହାଦ୍ୱାରା ଆମେ ହାତକୁ କୋମଳ ଓ ସୁନ୍ଦର କରି ପାରିବା। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ...
କୁହାଯାଇଛି ଯେ, ସକାଳୁ ଉଠି ନିଜ ଦୁଇ ହାତର ପାପୁଲି ଦେଖିବା ଉଚିତ। ଏହାଦ୍ବାରା ଭାଗ୍ୟ ଉଜ୍ବଳ ହୋଇଥାଏ ଏବଂ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ସର୍ବଦା ଚାହିଁଥାଏ ଯେ, ସେ ସକାଳୁ ଉଠିବା ମାତ୍ରେ ଏକ ନୂତନ ଦିନର ଆରମ୍ଭ ଭଲ ଭାବେ ହେଉ। ମନରେ ନୂତନ ଆଶା ଓ ଉତ୍ସାହ ମଧ୍ୟ ଜାତ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ହାତର ପାପୁଲିରେ ବ୍ରହ୍ମା/ଗୋବିନ୍ଦ, ଲକ୍ଷ୍ମୀ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी