Home Tags Gopabandhu

Tag: Gopabandhu

କଟକ: ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମ ପଞ୍ଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କ ସଦ୍‌ଭାବନା ପଦଯାତ୍ରା ବାହାରିଛି। ଭୁବନେଶ୍ୱରରେ ପହଞ୍ଚି ଏହି ପଦଯାତ୍ରୀ ଦଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ସୋମବାର ଏହି ଅଭିଯାତ୍ରୀ ଦଳ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନରେ ପହଞ୍ଚି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗତକାଲି ଅଭିଯାତ୍ରୀ ଦଳକୁ ମାଧପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା...
ସୁଆଣ୍ଡୋ: ପୁଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠିଘରୁ ଜନ୍ମଜୟନ୍ତୀ ଅବସରରେ ଗୋପବନ୍ଧୁ ଜ୍ୟୋତିକୁ ମେଲାଣି ଦିଆଯାଇଛି । ଦାସ ପରିବାରର କୂଳ ଦେବତା ଶ୍ରୀରାଧା ବିନୋଦ ବିହାରୀ ଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏଠାରେ ଅନୁଷ୍ଠିତ ଉତ୍ସବରେ ସକାଳ ସାତଟାରୁ ଜନସମାଗମ ଆରମ୍ଭ ହୋଇଯାଇଥିଲା । ଗ୍ରାମ କଳାକାରମାନଙ୍କ ଦ୍ବାରା ମୃଦଙ୍ଗ ବାଦ୍ୟ ଗୋଟିପୁଅ ନୃତ୍ୟ, ଦୁର୍ଗାମେଢ, ଚଇତି ଘୋଡ଼ା ନୃତ୍ୟ, ଦାସକାଠିଆ ପାଲା,...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी