Home Tags Farmer

Tag: farmer

ଦେବଗଡ଼ : ଦେବଗଡ଼ ଜିଲାର ରିଆମାଳ ଥାନା ଅନ୍ତର୍ଗତ ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ସମ୍ମୁଖରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ ୫ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଅବରୋଧ ଯୋଗୁ ଦେବଗଡ଼ ଓ ଅନୁଗୁଳ ମଧ୍ୟ ଯାତାୟତରେ ବାଧା ସୃଷ୍ଟି ହୋଇଛି। ରାଜପଥର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଛି। ସୂଚନା ଅନୁଯାୟୀ, ନାଉଲିପଡ଼ା...
କଟକ : ମଣ୍ଡିରେ ଧାନ କିଣା ଯିବା ପ୍ରତିଶ୍ରୁତି ମିଳିବ ପ​‌ରେ ଚାଷୀମାନେ ଧାରଣାରୁ ଉଠିଛନ୍ତି । ଧାନମଣ୍ଡିରୁ ଧାନ କିଣା ନଯିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପଇଥିଲା । ଦୀର୍ଘ ଦିନ ଧରି ମଣ୍ଡି​‌ରେ ଧାନ ପଡି ରହିଥିବା ପ୍ରତିବାଦରେ ଚାଷୀମାନେ ରବିବାର ମାଲକାନଗିରି ଓ ଜୟପୁର ରାସ୍ତାର ପଦ୍ମଗିରି ଛକରେ ଧାରଣାରେ ବସିଥିଲେ । ଜିଲ୍ଲାପରିଷଦ ସଭାପତି ଦଶରଥ ପଡ଼ିଆମୀ ଏହି ଧାରଣାରେ ସାମିଲ...
ଖୁଣ୍ଟା: ଖୁଣ୍ଟା ବ୍ଲକ ବାହାନଡା ଲ୍ୟାମ୍ପ୍ସରେ ଚାଷୀ ମାନଙ୍କ ଦ୍ୱରା ଧାନ ବିକ୍ର ବେଳେ ସମ୍ପୃକ୍ତ ମିଲର ମନ ଇଚ୍ଛା ଧାନ କାଟି ରଖିବାକୁ କେନ୍ଦ୍ର କରି ଚାଷୀ ମାନେ ତୀବ୍ର ବିରୋଧ କରିଥିଲେ । ଏହାକୁ ନେଇ ଶୁକ୍ରବାର ଧାନ କିଣାରେ ଅଚଳା ବସ୍ଥା ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶଯେ, ବାହାନଡା  ଲ୍ୟାମ୍ପ୍ସ ଅଧୀନରେ ଥିବା ଚାଷୀମାନଙ୍କ ଧାନ କିଣିବା ପାଇଁ ବ୍ଲକର ଗଡିଗାଁରେ ଥିବା କପ୍ତିପୋଦା...
ଭୁବନେଶ୍ବର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛି ଚାଷୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଚାଷୀମାନେ ରଘୁନାଥପୁର ରୁ ପଦଯାତ୍ରାରେ ବାହାରିଥିଲେ । । ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାରଙ୍କ...
ଭୁବନେଶ୍ବର : କଂଗ୍ରେସ ଭବନରେ ବୁଧବାର ଦିନ ପିସିସି ଇସ୍ତାହାର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରିବ। ଏହାସହ ସୋଲାର ପମ୍ପ ମଧ୍ୟ ଚାଷୀଙ୍କୁ ଯୋଗାଇ ଦିଆଯିବ। ୫ବର୍ଷ ଲାଗି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ଶହରୁ ୧ ହଜାରକୁ ବୃଦ୍ଧି କରାଯିବ...
ଭୁବନେଶ୍ୱର: କୃଷକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦ୍ବାରା ଗଠିତ ମନ୍ତ୍ରୀସ୍ତରୀୟ ବୈଠକ ଗୁରୁବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀଙ୍କ ପ୍ରାଇଜ, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି ବିଷୟରେ ଆଲୋଚନା ହୋଇଛି । ଅର୍ଥମନ୍ତ୍ରୀ ଶିଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୭ ତାରିଖରେ ପୁଣି ଏକ...
ବାଲେଶ୍ୱର : ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପାଖାପାଖି ୨୫ ଗୁଣ୍ଠରୁ ଅଧିକ ଜମିରୁ କଲରା, କାକୁଡ଼ି ଓ କଖାରୁ ଫଳନ୍ତି ଚାଷକୁ ନଷ୍ଟ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହି କାରଣରୁ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଦୁଃଖରେ ମ୍ରିୟମାଣ ହୋଇଛନ୍ତି। ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି ସେମାନେ ହେଲେ ନବକୁମାର ଜେନା,...
କେନ୍ଦ୍ରାପଡା: ବିଷ ପିଇ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନପଙ୍ଗ ଗାଁର ଗୌରାଙ୍ଗ ଚରଣ କାପ ବୋଲି ଜଣାପଡିଛି । ଗୌରାଙ୍ଗ ଚରଣ ୩ ଏକର ଜମିରେ ଧାନ ଚାଷ କରିଥିବା ବେଳେ ତିତିଲି ବାତ୍ୟାରେ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା ।  ଏହି କାରଣରୁ ଗୌରାଙ୍ଗ ଅନେକ ଦିନରୁ ମାନସିକ ଚିନ୍ତାରେ ରହୁଥିବାରୁ ଶନିବାର...
ଭୁବନେଶ୍ୱର: ଚାଷୀଙ୍କ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ ସହ ଭତ୍ତା ଓ ସମ୍ମାନ ଦେବା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗ ଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସି ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଛନ୍ତି । ଚାଷୀ ଆନ୍ଦୋଳନକୁ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ଆନ୍ଦୋଳନକାରୀ ଚାଷୀ ଜାତୀୟ ରାଜପଥରେ...
ସୁଆଣ୍ଡୋ: ପୁରୀ ଜିଲାରେ ଦୀର୍ଘ ଦିନ ଧରି କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ତୃଣମୂଳ ସ୍ତରରୁ କାର୍ଯ୍ୟ କରି ଆସୁଥିବା ନୀଳାଚଳ କୃଷକ ମହାସଂଘର ଏକ ଆଲୋଚନାଚକ୍ର ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଗୋପୀନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ପୁରୀ ଜିଲା ଗୋଟିଏ କୃଷି ପ୍ରଧାନ ଜିଲା ହୋଇଥିବାରୁ ଚାଷୀମାନଙ୍କ ସମ୍ପର୍କରେ ସରକାରୀ ଉଦାସୀନତା, ଜମିରୁ ଜଳନିଷ୍କାସନ ଓ ଏଥିନେଇ ମାଷ୍ଟର...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी