Home Tags Enetertainment news

Tag: enetertainment news

ମୁମ୍ବଇ : ବଲିଉଡ୍ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟ୍ୟନ ଏବେ ‘ଲଭ୍ ଆଜ୍ କଲ୍ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିର୍ଦ୍ଦେଶକ ଇମତିଆଜ ଅଲ୍ଲିଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ପୂର୍ବରୁ ଟିଭି କାର୍ଯ୍ୟକ୍ରମ କଫି ୱିଥ କରନରେ ସାରା କାର୍ତ୍ତିକଙ୍କ ସହ ଡେଟ୍ କରିବାକୁ ପସନ୍ଦ କରୁଥିବା କହିଥିଲେ। ଯାହା ବେଶ୍‍ ସମୟ ଚର୍ଚ୍ଚାରେ ରହିଥିଲା। କାର୍ତ୍ତିକ ଆର୍ୟ୍ୟନ୍ ଓ ସାରା...
ମୁମ୍ବଇ : ବଲିଉଡରେ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଚଳିତବର୍ଷ ଅପ୍ରେଲରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ଖ୍ରୀଷ୍ଟିଆନ ରିତିନୀତିରେ ଉଭୟ ବିବାହ କରିବେ ବୋଲି ସୂଚନା ମିଳିଛି। ଦୀର୍ଘଦିନ ଧରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଗତବର୍ଷ ଇଟାଲୀରୁ ନିଜ ଜନ୍ମଦିନ ଛୁଟି କାଟି ଫେରୁଥିବା ବଲିଉଡର ମୁନ୍ନିଙ୍କୁ...
ମୁମ୍ବଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ବଲିଉଡର ଜଣାଶୁଣା ନିର୍ଦେଶକ ନାଗରାଜ ମାନଜୁଲେ ନିର୍ଦେଶନାରେ ନିର୍ମିତ ହେବ ଏହି ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ୨୦୧୯ ସେପ୍ଟେମ୍ବର ୨୦ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଏହି ଚଳଚ୍ଚିତ୍ରରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ। ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଟ୍ୱିଟ କରି...
ମୁମ୍ବଇ : ସୁନିଲ ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ୟ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ଖୁବଶୀଘ୍ର ସୁନିଲ ଗ୍ରୋଭର ଦେଖାଦେବେ। ଲୋକପ୍ରିୟ ହାସ୍ୟ ଅଭିନେତା ସୁନିଲ ଗ୍ରୋଭରଙ୍କୁ ଗତ କିଛି ଦିନ ହେବ ଦର୍ଶକ ଏହି କାର୍ୟ୍ୟକ୍ରମରେ ଦେଖିନଥିଲେ। କିନ୍ତୁ ଏଥର ସେ ଗୁଥି କିମ୍ବା ମଶହୁର ଗୁଲାଟି ପରିବର୍ତ୍ତେ ଅନ୍ୟ ଏକ ଚରିତ୍ରରେ ଅଭିନୟ କରିବେ। ଖବର...
ମୁମ୍ବଇ : ୨୦୦୫ରେ ପ୍ରଦୀପ ସରକାର ନିର୍ଦେଶିତ ‘ପରିଣୀତା’ରୁ  ବିଦ୍ୟା ବାଲାନ୍ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଅଭିନୟର ଯାଦୁରେ ଉଭୟ ସମୀକ୍ଷକ ଓ ପ୍ରଶଂସକ ମହଲ ବାନ୍ଧି ହୋଇଥିଲେ। ଏହା ଭିତରେ ବିଦ୍ୟା ବିଭିନ୍ନ କାହାଣୀଭିତ୍ତିକ ଚଳଚ୍ଚିତ୍ରରେ ଅଭିନୟ କରି ଉଚ୍ଚ-ପ୍ରଶଂସିତ ହୋଇପାରିଛନ୍ତି। ‘ଡାର୍ଟି ପିକ୍‌ଚର’ରେ ତାଙ୍କର ଚମତ୍କାର ଅଭିନୟ ପରେ ବିଦ୍ୟାଙ୍କୁ ବଲିଉଡ ଦୌଡ଼ରେ ଅପ୍ରତିଦ୍ବନ୍ଦ୍ବୀର ପରିଚୟ ମିଳିଥିଲା। ଏହି ଅଭିନେତ୍ରୀଙ୍କ...
ନବାବ୍ ସୈଫ୍ ଅଲୀ ଖାନ୍, ବେଗମ୍ କରୀନା କପୁର ଖାନ୍ ନିଜ କୁନି ନବାବ୍‌ ତୈମୁରଙ୍କ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ଯୋଜନା ଥିଲା ପୁଅ ତୈମୁରର ୨ୟ ଜନ୍ମଦିନକୁ ଧୁମଧାମରେ ପାଳନ କରିବା। ୫ଦିନ ପୂରା ପରିବାର ଦକ୍ଷିଣ ଆଫ୍ରିକାର ବିଭିନ୍ନ ପ୍ରାନ୍ତରେ ମଉଜମସ୍ତି କରିଥିଲେ। ଏସବୁ ଭିତରେ କରୀନା ନିଜର ବିଜ୍ଞାପନ ସୁଟିଂ ମଧ୍ୟ ଶେଷ କରିଥିଲେ। ତୈମୁରର ପ୍ରଥମ ଜନ୍ମଦିନକୁ ପଟୌଦି ପ୍ୟାଲେସ୍‌ରେ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी