Home Tags Election

Tag: election

ବାଲେଶ୍ୱର : ବାଲେଶ୍ୱର ପରିବହନ ସମନ୍ୱୟ ସମିତିର କର୍ମକର୍ତ୍ତା ନିର୍ବାଚନ ପାଇଁ ରବିବାର ମତଦାନ ଜାରି ରହିଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିିୟା ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ୨୦ ଜଣ ଅଫିସରଙ୍କ ସମେତ...
ଭୁବନେଶ୍ୱର: ପ୍ରାୟୋଜିତ, ମିଛ ଏବଂ ଓ ଘୃଣ୍ୟ ଖବର ଗଣତନ୍ତ୍ର ପାଇଁ କ୍ଷତିକାରକ। ନିର୍ବାଚନକୁ ଏହା ସିଧାସଳଖ ପ୍ରଭାବିତ କରିଥାଏ। ତେଣୁ ସାମ୍ବାଦିକମାନେ ଏସବୁରୁ ଦୂରେଇ ରହିବା ସହିତ ଜନମତକୁ ବିଭ୍ରାନ୍ତ କରୁଥିବା ଶକ୍ତି ବିରୋଧରେ କଲମ ଚାଳନା କରିବା ଉଚିତ ବୋଲି ଏଠାରେ ଆୟୋଜିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି। ଓଡ଼ିଶା ଇଲେକ୍ସନ ୱାଚ, ଏଡ଼ିଆର ଏବଂ ପିପୁଲ୍ସ କଲଚରାଲ ସେଣ୍ଟର(ପିକକ୍‍) ପକ୍ଷରୁ ଆୟୋଜିତ ମୁକ୍ତ, ଅବାଧ...
ଭୁବନେଶ୍ୱର: ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ଏହା ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି । ମୋଟ୍ ସଂରକ୍ଷଣ ୫୦%ରୁ ଅଧିକ ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବରସ୍ତ ହୋଇଥିଲେ। ସେପ୍ଟେମ୍ବର ୩୦ରୁ ୨୦୧୯ ଫେବ୍ରୁଆରି ୧୩ ତାରିଖ ମଧ୍ୟରେ ରାଜ୍ୟରେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी