Home Tags Drowning

Tag: drowning

ଯାଜପୁର : ଗାଧୋଇବା ସମୟରେ ୨ ଜଣ ଯୁବକ ନଦୀରେ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଯାଜପୁର ସଦର ଥାନା ଜାଲପୁର ଘାଟରେ ବୁଢ଼ା ନଦୀରେ ଏହି ଅଘଟଣ ଘଟିଛି । ମୃତକ ହେଲେ ବାସୁଦେବପୁର ପଂଚାୟତର ଜାଲପୁର ଗ୍ରାମର ଶୁଭ୍ରକାନ୍ତ ପାଣିଗ୍ରାହୀ । ଦମକଳ ବାହିନୀ ପକ୍ଷରୁ...
ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ୩ ଇଞ୍ଜିନିୟରିଂ ଛାତ୍ରଙ୍କ ଅକାଳ ମୃତ୍ୟୁ ହୋଇଛି। ରବିବାର ଏଭଳି ଦୁଃଖଦାୟକ ଘଟଣା ଅସ୍ତରଙ୍ଗରେ ଘଟିଛି। ଆଉ ୨ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବର ସିଲିକନ୍‌ ଇଞ୍ଜିନିୟରିଂ କଲେଜର କିଛି ଛାତ୍ର ବସ୍‌ଯୋଗେ ପିକନିକ୍‌ କରିବାକୁ ଜାହାନିଆ ଯାଇଥିଲେ। ସମୁଦ୍ରକୂଳରେ ରୋଷେଇ ଚାଲିଥିଲା। କିଛି ଛାତ୍ରଛାତ୍ରୀ ଝାଉଁବଣରେ ବୁଲୁଥିବା ବେଳେ ୫ଜଣ ସମୁଦ୍ରରେ ଗାଧୋଇବାକୁ...
ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଛାତ୍ର ଜଣକ ଝାଡଖଣ୍ଡ ରାଞ୍ଚିର କ୍ରୀଷ୍ଣା କୁମାର ବୋଲି ଜଣାପଡିଛି। ସେ ହଲିଡେ ରିସୋର୍ଟ ନିକଟରେ ଗାଧୋଉ ଥିବା ବେଳେ ଭାସି ଯାଇଛନ୍ତି। ସମୁଦ୍ରରେ ନିଖୋଜ ଛାତ୍ରଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ କ୍ରିଷ୍ଣାଙ୍କ ସମେତ...
ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର ବେଳାଭୂମିରେ ଏକ ଅଘଟଣ ଘଟିଛି। ଡଙ୍ଗା ଭସାଇବା ପାଇଁ ଯାଇଥିବା ବେଳେ ୨ଜଣ ଯୁବକ ଭାସି ଯାଇଥିଲେ। ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର କରି ସେମାନଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟ ସୁସ୍ଥ ଥିବା ଜଣାପଡିଛି। ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ...
ଯାଜପୁର : ଯାଜପୁର କୁଆଖିଆ ଥାନା କୁରକୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ଗାଧୋଇବାକୁ ଦୁଇ ଜଣ ବୁଡ଼ିଯାଇଥିବା ଅନୁମାନ କରାଯାଉଛି। ଗୁୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏହା ପରେ ଯାଜପୁରର ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡ଼ାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ରାଉରକେଲା : ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। କୋଏଲ ନଦୀରେ ଗାଧୋଉଥିବା ବେଳେ ଛାତ୍ର ଜଣକ ନଦୀ ସ୍ରୋତରେ ଭାସି ଯାଇଥିଲେ। ମୃତ ଛାତ୍ର ହେଉଛନ୍ତି ରାହୁଲ ପାତ୍ର (୧୭)। ସେ ପାନପୋଷସ୍ଥିତ ସରକାରୀ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ର ଅଟନ୍ତି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର ସକାଳ ୧୦ଟା ସମୟରେ ୩ଛାତ୍ର...
ରାୟଗଡା: ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ନାଗାବଳୀ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ମୃତ ନାବାଳକ ଦ୍ବୟ ହେଲେ ପଞ୍ଚୁ ନିମାକା ଓ ନିନୁ ନିମାକା। ଶୁକ୍ରବାର ଦିନ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସୂଚନାଯୋଗ୍ୟ ​‌ଯେ, ଗୁରୁବାର ସନ୍ଧ୍ୟା ସମୟରେ ଉଭୟ ନାବାଳକ ନାଗାବଳୀ...
ଛତ୍ରପୁର: ଋଷିକୁଲ୍ୟା ନଦୀରେ ଦୁଇ ଭାଇ ଭାସିଯିବା ଘଟଣାରେ ଜଣଙ୍କର ମୃତଦେହ ଗୁରୁବାର ମିଳିଛି। ଅନ୍ୟ ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ନଥିବା ଜଣାପଡିଛି। ଗ୍ରାମବାସୀ ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗ ନିଖୋଜଙ୍କୁ ଖୋଜିବାକୁ ପ୍ରୟାସ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନ ସମୟରେ ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ଦୁଇ ଭାଇ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଦୁଇ ଜଣଙ୍କ ବୟସ ୧୩ବର୍ଷ...
ଛତ୍ରପୁର: ଗାଧୋଇବା ବେଳେ ଋଷିକୁଲ୍ୟା ନଦୀରେ ଦୁଇ ଭାଇ ଭାସି ଯାଇଛନ୍ତି। ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ଗାଧୋଉଥିବା ବେଳେ ଦୁଇ ଭାଇ ଭାସି ଯାଇଛନ୍ତି। ଦୁଇ ଭାଇଙ୍କ ବୟସ ୧୩ ବର୍ଷ ଓ ୧୭ ବର୍ଷ ହେବ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରିବାରେ ଲାଗିଛନ୍ତି। ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ରାହୁଲ ବାରିକ (୧୩) ଓ କାର୍ତିକ ବାରିକ (୧୪)। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ଥାନାର ବ୍ରାହ୍ମଣୀ ନଦୀର ତିନି ମୁହାଣୀ ସହୂପଡା ଘାଟ ଠାରେ ଆଜି ୪ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟଲୋକ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी