Home Tags Dharma

Tag: dharma

ଶାସ୍ତ୍ରରେ ଜ୍ୟେଷ୍ଠମାସକୁ ଖୁବ ଶୁଭ ମାସ ବୋଲି କୁହାଯାଏ। ଏହି ମାସରେ ସୂର୍ଯ୍ୟଦେବତା ଖୁବ ଶକ୍ତିଶାଳୀ ଥିବାରୁ ଅଧିକ ଖରା ଓ ଗରମ ଅନୁଭୂତ ହୋଇଥାଏ। ତେଣୁ ଏହି ମାସରେ ଅଧିକ ପାଣି ପିଇବା ପାଇଁ ଓ ଜଳ ଦେବତାଙ୍କୁ ପୂଜା କରିବା ପାଇଁ ଉପଦେଶ ଦିଆଯାଏ। ଜଳ ସହ ଜଡ଼ିତ ଦୁଇଟି ପର୍ବ ମଧ୍ୟ ପାଳନ କରାଯାଏ, ଗଙ୍ଗା ଦଶହରା ଓ ନିର୍ଜଳା ଏକାଦଶୀ। ଏହାସହ ଏପରି...
ନବଗ୍ରହଙ୍କ ମଧ୍ୟରେ ବୃହସ୍ପତିଙ୍କୁ ଗୁରୁ ଗ୍ରହ ବୋଲି କୁହାଯାଏ। ହଳଦିଆ ରଙ୍ଗ, ସ୍ୱର୍ଣ୍ଣ, ଆଇନ, ଧର୍ମ, ଜ୍ଞାନ, ମନ୍ତ୍ର, ଶରୀରର ପାଚନ ତନ୍ତ୍ର, ମୋଟାପଣ, ଆୟୁ ଆଦିକୁ ବୃହସ୍ପତି ନିୟନ୍ତ୍ରିତ କରିଥାଆନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କନ୍ୟା ମାନଙ୍କର ବିବାହ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୃହସ୍ପତିଙ୍କ ସହ ଜଡ଼ିତ। ଜାଣନ୍ତୁ ବୃହସ୍ପତିଙ୍କ କୁପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟା ଓ କିପରି କରିବେ ପୂଜାର୍ଚ୍ଚନା.... ବୃହସ୍ପତି ଦୁର୍ବଳ ହେବା ଦ୍ୱାରା...
ପ୍ରାଚୀନ କାଳରୁ ଆମେ ଦେଖୁଛୁ ଓ ଶୁଣୁଛୁ ଯେ, ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ତାଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ‘ରାମ ନାମ ସତ୍ୟ ହେ’ କହି ନେଇ ଥାଆନ୍ତି। ଏପରି କହିବାର କିଛି ଉଦ୍ଦେଶ୍ୟ ରହିଛି। ହିନ୍ଦୁ ଧର୍ମରେ ଥିବା ସମସ୍ତ ପରମ୍ପରାର ବିଶେଷ ଭାବେ ଅର୍ଥ ରହିଥାଏ। ତାହାକୁ ମାନି ଚଳିବା ଉଚିତ। ତେବେ ଆସନ୍ତୁ ଜାଣିବା, ବ୍ୟକ୍ତିଙ୍କ ମୃତଦେହ ଶ୍ମଶାନକୁ ନେବା ସମୟରେ କାହିଁକି ‘ରାମ...
ସାଧାରଣ ଭାବେ ବୈଶାଖ ମାସ ଏପ୍ରିଲ ମାସରେ ଆରମ୍ଭ ହୋଇଥାଏ। ବିଶାଖା ନକ୍ଷତ୍ର ସହ ସମ୍ବନ୍ଧ ଥିବାରୁ ଏହାର ନାମ ବୈଶାଖ ହୋଇଛି। ଏହି ମାସରେ ଧନ ଓ ପୁଣ୍ୟ ପ୍ରାପ୍ତିର ବହୁ ସୁଯୋଗ ଆସିଥାଏ। ମୁଖ୍ୟ ଭାବେ ଏହି ମାସରେ ଭଗବାନ ବିଷ୍ଣୁ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ବର୍ଷକୁ କେବଳ ଥରେ ଶ୍ରୀ କୃଷ୍ଣଙ୍କର ଚରଣ ଦର୍ଶନ ଏହି ମାସରେ କରାଯାଏ। ବୈଶାଖ ମାସରେ...
ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ କୁହାଯାଇଛି। ତେଣୁ ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ପୂଜାପାଠ କରି ପ୍ରଭୁ ଗଣେଶଙ୍କ ଆବାହନ କରାଯାଇଥାଏ। ଭଗବାନ ଗଣେଶଙ୍କୁ ଭକ୍ତମାନେ ଏକଦନ୍ତ, ବିଘ୍ନହର୍ତ୍ତା, ଲମ୍ବୋଦର କହିଥାଆନ୍ତି। ପର୍ଶୁରାମ ହେଉଛନ୍ତି ଭଗବାନ ଶିବଙ୍କର ପରମ ଭକ୍ତ। ସେ ଅତ୍ୟନ୍ତ ପରାକ୍ରମଶାଳୀ ଅଟନ୍ତି। ପର୍ଶୁରାମଙ୍କ ନାମର ଅର୍ଥ ହେଉଛି ପର୍ଶୁ ଅର୍ଥାତ ପରାକ୍ରମ ଓ ରାମ ଅର୍ଥାତ ସତ୍ୟ...
ମା’ଦୁର୍ଗାଙ୍କ ଅଷ୍ଟମ ଶକ୍ତିର ନାମ ମହାଗୌରୀ ଅଟେ। ନବରାତ୍ରିର ଶେଷ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ରଙ୍ଗ ସମ୍ପୂର୍ଣ୍ଣ ଭାବେ ଧବଳ ଅଟେ। ଏହି ବର୍ଣ୍ଣର ତୁଳନା ଶଙ୍ଖ, ଚନ୍ଦ୍ର, ପୁଷ୍ପ ଦ୍ୱାରା କରାଯାଇଥାଏ। ମା’ଙ୍କୁ ବସ୍ତ୍ର, ଅଳଙ୍କାର ଆଦି ଦିବ୍ୟ ଆଭୂଷଣରେ ସଜାଯାଏ। ଭଗବାନ ଶିବଙ୍କୁ ପତି ରୂପରେ ପାଇବାକୁ ମା’ ପାର୍ବତୀଙ୍କ ରୂପରେ କଠୋର ତପସ୍ୟା କରିଥିଲେ। ମା’ଙ୍କୁ ଉପାସନା କରିବା ଦ୍ୱାରା ଭକ୍ତଙ୍କର...
ଆପଣ ହନୁମାନଙ୍କ ପଞ୍ଚମୁଖୀ ରୂପ ସମ୍ବନ୍ଧରେ ଜାଣିଥିବେ। ଏହାସହ ପ୍ରଭୁ ହନୁମାନଙ୍କର ସେହି ରୂପରେ ଅନେକ ପ୍ରତିମା ଓ ଫଟୋ ଦେଖିଥିବେ। ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିବାର କାରଣ ଅନେକଙ୍କୁ ଜଣା ନଥାଏ। ରାମାୟଣ ଅନୁସାରେ, ରାବଣ ଓ ରାମଙ୍କ ଯୁଦ୍ଧ ସମୟରେ ଏକ ମାୟା କରିଥିଲେ। ରାବଣକୁ ଯୁଦ୍ଧରେ ବିଜୟୀ କରିବା ପାଇଁ ସେ ସେହି ମାୟା କରିଥିଲେ। ମାୟା ଅନୁସାରେ ସେ ରାମଙ୍କ ସମସ୍ତ...
ହିନ୍ଦୁ ଧର୍ମରେ ଦାନକୁ ଶୁଭ ବୋଲି କୁହାଯାଇଛି। ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଦାନର ଶୁଭ ଫଳ ସମ୍ବନ୍ଧରେ ସମସ୍ତଙ୍କୁ ଜଣା ଅଛି। ବେଳେବେଳେ ଦାନ ଦ୍ବାରା କିଛି କ୍ଷତି ହୋଇଥାଏ। ସଠିକ ଉପାୟରେ ଦାନ ନ କରିବା ଦ୍ବାରା ଖରାପ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣିବା କିପରି ଭାବେ ଦାନ କରିବା ଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ.. ବାସ୍ତୁଶାସ୍ତ୍ରରେ ଦାନ କରିବାର କିଛି...
ଆଜି ହେଉଛି ଚୈତ୍ର ମାସର ଅମାବାସ୍ୟା। ଅମାବାସ୍ୟାରେ ଚତୁର୍ଦିଗ ଅନ୍ଧକାରମୟ ହୋଇଯାଏ। ଏହାସହ ନକରାତ୍ମକ ଶକ୍ତିଙ୍କ ପ୍ରଭାବ ମଧ୍ୟ ବଢିଯାଏ। ଅମାବସ୍ୟା ଦିନ କିଛି ବିଶେଷ ସ୍ଥାନ​‌ରେ ଦୀପ ପ୍ରଜ୍ବଳିତ କରିବାକୁ କୁହାଯାଇଛି। ଏହାଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ କମ ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଦୀପ ପ୍ରଜ୍ବଳିତ କରିବା ଦ୍ବାରା ଅନ୍ଧକାର ଦୂରୀଭୂତ ହେଇ ଆଲୋକମୟ ହୋଇଯାଏ। ଆସନ୍ତୁ ଜାଣିବା ଅମାବାସ୍ୟାରେ ଘରର କେଉଁଠି ଦୀପ...
ଆପଣ ଚାଲୁଥିବା ବେଳେ ଅଜାଣତ​‌ରେ କୌଣସି ଜିନିଷରେ ଗୋଡ ବାଜି ଯାଇଥାଏ। କିଛି ଲୋକ ଜାଣି କି କାହାକୁ ଗୋଇଠା ମଧ୍ୟ ମାରି ଦେଇଥାଆନ୍ତି। ଶାସ୍ତ୍ର ଅନୁସାରେ​‌, ଏହାକୁ ଖରାପ ଅଭ୍ୟାସ ବୋଲି କୁହାଯାଇଛି। ଏହାଦ୍ବାରା ଆମର ହିଁ ଅନିଷ୍ଠ ହୋଇଥାଏ। କାହା ଦେହରେ ଗୋଡ ବାଜିଗଲେ ଆମେ ସାଧାରଣତଃ ‘ବିଷ୍ଣୁ’ ବୋଲି କହିଥାଉ। କାରଣ ଏପରି କରିବା ଦ୍ବାରା ପାପରୁ ମୁକ୍ତି ମିଳିଥାଏ। କିନ୍ତୁ ଶାସ୍ତ୍ର ଅନୁଯାୟୀ,...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी