Browsing Tag

dead

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

କଟକ : କଟକର ପାଇକରାୟପୁର ଅଞ୍ଚଳରେ ଥିବା ତେଲି ସାହିରୁ ସୋମବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।…
Read More...

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ବିଦ୍ୟୁତପୁର କଲୋନୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ କୂଅରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ୨ ଦିନ ହେବ ନିଖୋଜ…
Read More...

ମହିଳାଙ୍କୁ ହତ୍ୟା , ଅଭିଯୁକ୍ତ ଗିରଫ

ଅନୁଗୁଳ : ପାଲଲହଡ଼ା ଥାନା ଅନ୍ତର୍ଗତ ବତିସୁଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ଜଣେ  ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଗୁବେଇ କୁଂକାଲ (୩୬) । ମହିଳାଙ୍କୁ ସେହି ଗ୍ରାମର ସୁକୁଦାର ସୋରେନ…
Read More...

ପ୍ଲାଣ୍ଟ ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୁଇଁରେ ଏଆରଏସଏସ ପ୍ଲାଣ୍ଟରେ କାମ କରୁଥିବା ଜଣେ ପ୍ଲାଣ୍ଟ ଅପରେଟର ଧର୍ମେନ୍ଦ୍ର ଧଳ (୩୫)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ଘର ଯାଜପୁରରେ ଓ ସେ ୭ ରୁ ୮ ମାସ…
Read More...

ସାପ କାମୁଡ଼ାରେ ରୋଗୀ ମୃତ, ଗୁଣିଆ ଡ଼ାକି ମେଡ଼ିକାଲରେ ଝଡ଼ାଫୁଙ୍କା

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ଗୁଣିଆର ସହାୟତା ନେଇ ମେଡ଼ିକାଲରେ ଝଡ଼ାଫୁଙ୍କା…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଚୂନପଲ୍ଲୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍‍ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣଙ୍କ…
Read More...

କାନ୍ଥ ଭୁଶୁଡ଼ି ଜଣେ ମୃତ , ୨ ଗୁରୁତର

ସମ୍ବଲପୁର : ସମ୍ବଲପୁର ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଘରର ମାଟି କାନ୍ଥ ଭୁଷୁଡ଼ିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ…
Read More...

ଶିଶୁପୁତ୍ରକୁ ହତ୍ୟା କରି ବାପା ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ବିଷୟରେ ସୋମବାର ଜଣାପଡ଼ିଛି। ଜଣେ ବ୍ୟକ୍ତି ନିଜ ଏକ ମାସର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।…
Read More...

ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଜିଲା ଆଠଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲ କୋଠରୀରୁ ସୋମବାର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ…
Read More...

ଖଡ଼ଗପ୍ରସାଦ ଘାଟରେ ଡ଼ଙ୍ଗା ବୁଡ଼ି ଘଟଣା; ଜଣଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ :  ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଘାଟରେ ଡ଼ଙ୍ଗା ବୁଡ଼ି ଘଟଣାରେ ସୋମବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହ ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟରୁ ମିଳିଥିବା…
Read More...