Browsing Tag

Cyclone

ବାତ୍ୟା ଅସନି ପ୍ରଭାବ: ଆଣ୍ଡାମାନର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଏବେ ଅବପାତ ନେଉଛି ବାତ୍ୟାର ରୂପ

ନୂଆଦିଲ୍ଲୀ - ଆଣ୍ଡାମାନ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୀତ ହେବା ସହ ଗଭୀର ଅବପାତର ରୂପ ଧାରଣ କରିଛି । ଏହାର ପ୍ରଭାବରେ ଆଣ୍ଡାମାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ଧୀରେ ଧୀରେ…
Read More...

ୟସ୍‍ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପ୍ରାୟ ତିନିଘଣ୍ଟା ଧରି ଚାଲିବ। ଏହି ସମୟରେ ପବନର ବେଗ…
Read More...

ବାତ୍ୟା ରୂପ ନେଲା ୟାସ୍‍; ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ସୋମବାର ସକାଳ ୫.୩ରେ ୟାସ୍‍ ବାତ୍ୟା ରୂପ ନେଇସାରିଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ସମୁଦ୍ର ମଧ୍ୟରେ ଗତି ନକରି…
Read More...

ବାତ୍ୟା ପାଇଁ ଦଶଟି ଜିଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ ବୃଦ୍ଧି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍‍ର ପ୍ରଭାବ ପଡିବା ପୂର୍ବରୁ ଓଡ଼ିଶାର ଦଶଟି ଜିଲାର ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରିବାକୁ ରାଜ୍ୟ ସରକାର ଅଧିକ ସମୟ ପ୍ରଦାନ କରିଛନ୍ତି।…
Read More...

ବାତ୍ୟା ୟସ୍‍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‍ର ମୁକାବିଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ୟସ୍‍ ଚଳିତ ମାସ ୨୬ ତାରିଖରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ…
Read More...

ଆଜି ଶ୍ରୀଲଙ୍କାରେ ମାଡ଼ ହେବ ‘ବୁରେଭୀ’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହାକୁ ‘ବୁରେଭୀ’ ନାମରେ ନାମିତ କରାଯାଇଛି। ଆଜି ରାତିରେ ଏହି ବାତ୍ୟା ଶ୍ରୀଲଙ୍ଗା ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ…
Read More...

ଅମ୍ପନ ତାଣ୍ଡବ: ପଶ୍ଚିମବଙ୍ଗରେ ୭୨ ମୃତ, କଲକାତା ଧ୍ଵସ୍ତବିଧ୍ଵସ୍ତ- ଦେଖନ୍ତୁ ଫଟୋ ଓ ଭିଡିଓ

କଲକାତା: ବାତ୍ୟା ‘ଅମ୍ପନ’ର ତାଣ୍ଡବରେ ପଶ୍ଚିମବଙ୍ଗର ରାଜଧାନୀ କଲକାତା ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ସହରର ପ୍ରାକୃତିକ ପରିବେଶ ଏକପ୍ରକାର ଛାରଖାର ହୋଇଯାଇଛି। ରାଜ୍ୟରେ ପ୍ରାୟ ୭୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା…
Read More...

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ; ରାସ୍ତାରୁ ୨୨ ଗଛ କାଟି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ

କେନ୍ଦ୍ରାପଡ଼ା: ବାତ୍ୟା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ କାଟି ସଫା କରିବା ସହିତ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ…
Read More...

ପାରାଦୀପଠାରୁ ଦୂରେଇଲା ବାତ୍ୟା; ବାଲେଶ୍ଵର, ଭଦ୍ରକରେ ବଢୁଛି ପ୍ରଭାବ

ଭୁବନେଶ୍ଵର: ବାତ୍ୟା ଅମ୍ପନ ପାରାଦୀପ ଉପକୂଳରୁ ୧୨୦ କିଲୋମିଟର ଦୂରରେ ଅତିକ୍ରମ କରିଛି। ବାତ୍ୟା ପରାଦୀପ ନିକଟତର ହେବା ସମୟରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ବର୍ତ୍ତମାନ ବାତ୍ୟା ପାରାଦୀପଠାରୁ…
Read More...