Browsing Tag

cultivator suicide

ଫସଲ ହାନି, ଯୁବ ଚାଷୀଙ୍କ ଆତ୍ମହତ୍ୟା

ବେଲପଡା: ଫସଲହାନୀ ନେଇ ପଶ୍ଚିମ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ବଲାଙ୍ଗିର ଜିଲା ବେଲପଡା ଥାନା ଗିଦମାଲ ଗାଁରେ ଫସଲ ହାନି ନେଇ ଜଣେ ଚାଷୀ ବିଷ ଖାଇ ଆତ୍ମହତ୍ୟା କରିଥିବା ନେଇ ବେଲପଡା ଥାନାରେ ଅଭିଯୋଗ…
Read More...

ଜମିରେ ବିଷପିଇ ଚାଷୀଙ୍କ ଆତ୍ମହତ୍ୟା

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅନ୍ତର୍ଗତ ହାତିଆଡି ଗ୍ରାମର ଋଣଗ୍ରସ୍ତ ଚାଷୀ ରାମଚନ୍ଦ୍ର ପ୍ରଧାନ ଜମିରେ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ଗୁରୁତର ଅବସ୍ଥାରେ ଚିକିଟି…
Read More...

କପା ଫସଲହାନୀ ଜୀବନ ହାରିଲେ ଚାଷୀ

ଖପ୍ରାଖୋଲ: କପା ଫସଲ ଭଲ ହୋଇ ନଥିବାରୁ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଟେଙ୍ଗରାପଥର ଗାଁର ଚାଷୀ ମକୁନ୍ଦ ବରିହା (୩୫) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟାପକ ଫସଲହାନୀ ନେଇ…
Read More...