Home Tags Burn

Tag: burn

କେନ୍ଦ୍ରାପଡା: ନିଆଁରେ ପୋଡି ହୋଇ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଚାଳି ବାଉଁଶମୂଳ ଗାଁରେ ଘଟିଛି । ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ନିଆଁରେ ପୋଡି ହୋଇ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କର ମୃତଦେହ ଉଦ୍ଧାର କରିଛି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ...
ସିମୁଳିଆ: ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ପଞ୍ଚାୟତର କମାରପାଟଣା ଗ୍ରାମର ଜଣେ ନବ ବଧୂକୁ ଯୌତୁକ ପାଇଁ ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ବାପା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ମୃତ ମହିଳାଙ୍କ ସ୍ବାମୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ, ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ପଞ୍ଚାୟତର ବୋଇତା ଗ୍ରାମର ଅକ୍ଷୟ ବେହେରାଙ୍କ ଝିଅ ଉର୍ମିଳା ବେହେରା...
ଝାରସୁଗୁଡା: ପୁଅ ମୃତ୍ୟୁର ୪ମାସ ପରେ ଜଣେ ବ୍ୟକ୍ତି ନିଜ ବୋହୂକୁ ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡା ଜିଲା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏନେଇ ମୃତ ମହିଳାଙ୍କ ବାପ ଘର ପକ୍ଷରୁ ଲଇକେରା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ଭାଲୁପତ୍ର ଗ୍ରାମର ବନମାଳି ରୋହିଦାସ ଦୁଇଟି ବିବାହ କରିଥିଲେ।...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी