Home Tags Budget

Tag: Budget

ବଜେଟ ଉପସ୍ଥାପନ କରିବା ସହିତ ଆସନ୍ତା ୧୦ ବର୍ଷର ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପୀୟୁଷ ଗୋଏଲ। ଆସନ୍ତା ୫ ବର୍ଷର୍ରେ ୧ ଲକ୍ଷ ଡିଜିଟାଲ୍‍ ଗ୍ରାମ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ପୀୟୂଷ ଗୋଏଲ କହିଛନ୍ତି ଯେ ଅ।।ଗାମୀ ୮ ବର୍ଷ ମଧ୍ୟରେ ଭାରତ ୧୦ ଲକ୍ଷ କୋଟି ଟଙ୍କାର ଅର୍ଥନୀତି ହେବ। ମୋଦୀ ସରକାର ଏକ ଭବ୍ୟ ଭାରତର ଶିଳାନ୍ୟାସ କରିଛନ୍ତି। ଏହା ଏକ...
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କାମଚଳା ବଜେଟ୍‍ ଉପସ୍ଥାପନ କରିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ତାଙ୍କର ଶେଷ ବଜେଟ୍‍ରେ କୃଷକ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ପ୍ରୟାସ କରିଛନ୍ତି। ଏଥିସହିତ ଗତ ସାଢ଼େ ଚାରିବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଫଳତାର ବର୍ଣ୍ଣନା ସହିତ ୨୦୩୦ରେ ସମୃଦ୍ଧ ଭାରତର ପରିକଳ୍ପନା କରିଛନ୍ତି। ଚାଷୀଙ୍କ ଅର୍ଥନୈତିକ ସୁରକ୍ଷାକୁ ଦୃଷ୍ଟିରେ...
ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର୍ର ସରକାର ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କ ଅନୁପସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତାକାଲି ସଂସଦରେ ଅନ୍ତରୀଣ ବଜେଟ୍‍ ଉପସ୍ଥାପନ କରିବେ। ଗୁରୁବାରଠାରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଛି। ଏନ୍‍ଡିଏ ନେତୃତ୍ୱାଧୀନ ମୋଦୀ ସରକାରଙ୍କର ଚଳିତ କାର୍ଯ୍ୟକାଳରେ ଏହା ହେଉଛି ଶେଷ ବଜେଟ୍‍। ୪ ମାସ ପାଇଁ ଲେଖାନୁଦାନ ଆଣିବା ଲାଗି...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी