Home Tags Breaking news on line odisha

Tag: breaking news on line odisha

ଭୁବନେଶ୍ୱର .-  ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ    ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ  ଚାଲୁଥିବାରୁ  ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଗୋଟିଏ ଦିନ ପାଇଁ ଓ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ନଅ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି  ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀଠାରୁ ଛାଡିବାକୁ ଥିବା...
ନୂଆଦିଲ୍ଲୀ .-  ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।  ରାମପୁରରୁ ସେ ଅଜମ ଖାନ୍‌ଙ୍କ ବିରୁଦ୍ଧରେ  ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟ ପ୍ରଦା  ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ।  ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ହୋଇଥିଲେ । ୨୦୧୦ରେ  ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ସମାଜବାଦୀ...
ନୂଆଦିଲ୍ଲୀ ..- ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇ ପାରନ୍ତି । ତାଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେବା ପାଇଁ  ସୁପାରିଶ କରାଯାଇଛି  । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି  ରଞ୍ଜନ ଗୋଗଇ , ଲୋକସଭା ବାଚସ୍ପତି  ସୁମିତ୍ରା ମହାଜନ,  ଆଇନଜ୍ଞ ମୁକୁଳ ରୋହତଗୀଙ୍କୁ ନେଇ ଗଠିତ ଚୟନ ସମିତି  ଜଷ୍ଟିସ ପିନାକ ଚନ୍ଦ୍ରଙ୍କୁ...
ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡର ଖ୍ରାଇଷ୍ଟଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାରରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାରରେ ଆଉଜଣଙ୍କର ମୃତଦେହ ମିଳିଥିଲା । ନ୍ୟୁଜିଲାଣ୍ଡରେ ମୃତ୍ୟୁ ବରଣ କରିଥିବା ଭାରତୀୟମାନଙ୍କର ପରିଚୟ ମିଳିଛି । ଏଥିରେ...
ଆଗ୍ରା ..-  ଉତ୍ତରପ୍ରଦେଶର ଆଗ୍ରାରେ  ପ୍ରଶିକ୍ଷଣ ସମୟରେ ପାରାଚ୍ୟୁଟ ନଖୋଲିବାରୁ ଜଣେ ଗରୁଡ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି ।  ଅମିତ୍‌ କୁମାରଙ୍କ ବାୟୁସେନାର ଗରୁଡ କମାଣ୍ଡୋ ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଶିକ୍ଷଣ ସମୟରେ ସେ ଏଏନ୍‌-୩୨ ବିମାନରୁ ତଳକୁ ଡେଇଁଥିଲେ । ପ୍ରାୟ ୬ହଜାର ଫୁଟ ଉପରେ ତାଙ୍କର ଆକାଶଛତା ବା ପାରାଚ୍ୟୁଟ ଖୋଲି ନଥିଲା । ଏହିକାରଣରୁ ସେ ତଳେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଦୁଇମାସ...
ମୁମ୍ବାଇ ..- ଅନେକ ଥର ଫୋନ୍‌ର ବ୍ୟାଟେରୀ ଫାଟିଯାଉଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ମୋବାଇଫୋନ୍‌କୁ ରିଚାର୍ଜ କରୁଥିବା ସମୟରେ କଥା ହେଉଥିବା ବେଳେ ଏହାର ବ୍ୟାଟେରୀ ଫାଟିଯାଇ ଓଡ଼ିଶାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏବେ ମୁମ୍ବାଇରେ ପକେଟ୍‌ ଭିତରେ ଏକ ମୋବାଇଲ୍‌ ଫୋନ୍‌ ଫାଟିଯାଇଥିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଏଥିଯୋଗୁଁ ଜଣେ ଆହତ ହୋଇଛନ୍ତି । ଏହାର ସିସିଟିଭି ଦୃଶ୍ୟରେ...
କଟକ . – କଟକରେ ପୁଲିସ ଏକ ଏନକାଉଣ୍ଟର କରିଛି । ଗୁରିଆ ନାମକ ଅପରାଧୀ ପୁଲିସ ଗୁଳିରେ ଆହତ ହୋଇଥିବା ସୂଚନା ମିଳିଛି । ଗୁରିଆ ଅନେକ ଅପରାଧିକ ମାମଲାରେ ଜେଲ୍‌ରେ ଥିଲା । କିଛି ଦିନ ପୂର୍ବରୁ ଜେଲ୍‌ରୁ ଆସିବା ପରେ ଜଗତପୁରରେ ଏକ ବୋମା ମାଡ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏହାପରେ ରବିବାର ସନ୍ଧ୍ୟାରେ ଗୁରିଆ ଏନକାଉଣ୍ଟରରେ ଆହତ ହୋଇଛି ।...
ମୁମ୍ବାଇ . – ମୋବାଇଲ ଚୋରି କରିବା ମହଙ୍ଗା ପଡ଼ିଲା । ମୋଟରସାଇକେଲରେ ଦ୍ରୁତ ଗତିରେ ମହିଳାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ଯୁବକକୁ ପୁଲିସ   ବିବାହ ବେଦୀରୁ ଉଠାଇ ନେଇଛି । ମୁମ୍ବାଇ ନିକଟସ୍ଥ  ବାନ୍ଦ୍ରାରେ ଏହି ଘଟଣା ଘଟିଛି । ଅଜୟ ସୁନୀଲ ଧୋତେ ନାମକ ଯୁବକ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଜଣେ ମହିଳାଙ୍କଠାରୁ ମୋବାଇ ଛଡାଇ ନେଇ ଦ୍ରୁତ ଗତିରେ ମଟର...
ନୂଆଦିଲ୍ଲୀ . – ସମସ୍ତେ ଜାଣନ୍ତି ଶ୍ୱାସକ୍ରିୟା ପାଇଁ ପବନ ବା ବାୟୁ ମାଗଣାରେ ମିଳେ । ମାତ୍ର  ଭାରତରେ ଏବେ ବୋତଲରେ ଭର୍ତ୍ତି  ହୋଇ ବିଶୁଦ୍ଧ ବାୟୁ ବିକ୍ରି ହେଉଛି  । ୧୦ ଲିଟର ବାୟୁକୁ ୫୫୦ ଟଙ୍କାରେ ବିକ୍ରି କରାଯାଉଛି ।   ଦିଲ୍ଲୀ ସହ ଦେଶର ବିଭିନ୍ନ ସହରରେ ବାୟୁପ୍ରଦୁଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।  ଏବେ ଅଉଜାୟିର, ଭାଇଟାଲିଟି ଏୟାର ଓ  ଭାରତର...
ମୁମ୍ବାଇ . -  ବିକ୍ରି ହେଉଥିବା ବିଭିନ୍ନ ଜିନିଷ ପ୍ୟାକେଟ ଉପରେ ଏମ୍‌ଆରପି ବା ଏହା ସର୍ବାଧିକ ବିକ୍ରିମୂଲ୍ୟ ସହ ଉତ୍ପାଦ ମୂଲ୍ୟ  ଲେଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କେନ୍ଦ୍ରୀୟର ପରିଷଦର  ସଦସ୍ୟ ସତୀଶ ମରାଠେ  ପରାମର୍ଶ ଦେଇଛନ୍ତି । ଏପରି ହେଲେ କମ୍ପାନୀମାନେ ଗୋଟିଏ ଜିନିଷକୁ କେତେଟଙ୍କା ଲାଭ ପାଉଛନ୍ତି  ଜଣା ପଡିବାସହ ଉପଭୋକ୍ତା ଏଥିପାଇଁ କେତେ ଅଧିକ ଟଙ୍କା ଦେଉଛନ୍ତି   ସେ ବିଷୟରେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी