Home Tags Bear

Tag: bear

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଢାସାହି ଗାଁର ଏକ କୂଅରେ ଭାଲୁଟି ଖସିପଡ଼ିଥିବା ଜଣାପଡ଼ିଛି। କେଉଁ କାରଣରୁ ଭାଲୁଟି କୂଅରେ ଖସିଛି, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମାତ୍ର ଏ ଯାଏଁ ଭାଲୁଟି ଉଦ୍ଧାର ହୋଇପାରିନଥିବା ସୂଚନା ମିଳିଛି। ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ...
ନୀଳଗିରି : ଭାଲୁକୁ ପିଟି ମାରି ଦେଇଥିବା ଜଣାପଡ଼ିଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତିକୁ ପଶି ଆସିଥିବା ଏକ ଭାଲୁ ନୀଳଗିରି ବ୍ଲକ ଧୋବସିଳା ପଞ୍ଚାୟତର ଚଲଣାପାଳରେ ବାଟବଣା ହୋଇଯାଇଥିଲା। ସୂଚନା ଅନୁଯାୟୀ, ଭୟଭୀତ ଭାଲୁଟି ତରବରରେ ଏକ ଖାଲୁଆ ସ୍ଥାନରେ ପଡ଼ିଯିବାର ଦେଖି ଏକାଧିକ ଲୋକେ ଏକାଠି ହୋଇ ଭାଲୁକୁ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଭାଲୁର ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ...
ମାଲକାନଗିରି : ଗୁରୁବାର ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମଲ୍ଲିକେସ୍ୱର ପାହାଡ଼ ନିକଟରେ ବାରହା ଶିକାର ପାଇଁ ଲାଗିଥିବା ଫାଶରେ ଏକ ଜଙ୍ଗଲୀ ଭାଲୁ ଫଶିଯାଇଛି। କିଛି ବାରହା ଶିକାରୀ ବାରହା ଧରିବା ପାଇଁ ଫାଶ ବସାଇଥିବା ବେଳେ ଆଜି ଭୋରୁ ଏହି ଭାଲୁଟି ଫାଶରେ ଫଶି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏବିଷୟରେ ସୂଚନା ପାଇବା ପରେ ଭାଲୁଟିକୁ ଧରିବା ପାଇଁ ବନ ବିଭାଗର...
ନୀଳଗିରି : ବାର୍‍ହାକୁ ଧରିବା ପାଇଁ ବିଛା ଯାଇଥିବା ଜାଲରେ ଏକ ଭାଲୁ ଫଶିଯାଇଛି। ଶୁକ୍ରବାର ସକାଳେ ନୀଳଗିରି କାଠଗୋଛି ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଘଟଣା। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସିଥିବା ଏହି ଭାଲୁଟି ଫାଶରେ ଫସି ଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ମୁତୟନ ହୋଇଛନ୍ତି। ବାରିପଦାରୁ ଟ୍ରାଙ୍କୁଲାଇଜ୍‍ ଟିମ୍‍ ଆସୁଥିବାର ମଧ୍ୟ ସୂଚନା ମିଳିଛି। ଟିମ୍‍ ଆସିବା ପରେ ଭାଲୁକୁ...
ନୀଳଗିରି: ବାରହା ଯନ୍ତାରେ ଭାଲୁ ଫସି ଯାଇଥିବା ସୂଚନା ମିଳିଛି। ବେଙ୍ଗାପିଆଶାଳ ନିକଟରେ ନୂଆକୂଳିଆ ଗ୍ରାମରେ ବାରହାକୁ ଧରିବା ପାଇଁ ଗ୍ରାମବାସୀମାନେ ଯନ୍ତା ବସା ଯାଇଥିଲେ।  ସେଥିରେ ବାରହା ବଦଳରେ ଭାଲୁଟି ଫସି ଯାଇଛି। ଭାଲୁଟିକୁ ଧରିବା ପାଇଁ ଅନୁଗୁଳରୁ ଟ୍ରାଙ୍କୁଲାଇଜ ଟିମ ଆସୁଥିବାର ଜଣା ପଡିଛି।

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी