Home Tags Badminton

Tag: badminton

ଚାଙ୍ଗ୍‍ଝୌ(ଚୀନ) : ଭାରତର ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ଚୀନର ଚେନ୍‍ ୟୁଫେଇ ସିନ୍ଧୁଙ୍କୁ ପରାସ୍ତ କରିଥିବାବେଳେ ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟରରେ ବିଶ୍ୱ ଚମ୍ପିଆନ ଜାପାନର କେନ୍‍ତୋ ମୋମୋତା ଶ୍ରୀକାନ୍ତଙ୍କୁ ହରାଇଛନ୍ତି। ସିନ୍ଧୁ ଓ ଶ୍ରୀକାନ୍ତଙ୍କ ପରାଜୟ...
ଚାଙ୍ଗଝୌ(ଚୀନ୍‍) : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‍ସ ବିଭାଗ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ରାଉଣ୍ଡରେ ଶ୍ରୀକାନ୍ତ ଡେନମାର୍କର ରାମସ୍‍ ଜେମ୍‍କେଙ୍କୁ ସିଧାସଳଖ ୨୧-୯, ୨୧-୧୯ ପଏଣ୍ଟରେ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ଖେଳାଳି ଏଚ୍‍ଏସ୍‍ ପ୍ରଣୟ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି। ପ୍ରଣୟଙ୍କୁ ହଂକଂର କା ଲଙ୍ଗ୍‍ ଆନଗସ୍‍୨୧-୧୬, ୨୧-୧୨ ପଏଣ୍ଟରେ ପରାସ୍ତ...
ଚାଙ୍ଗ୍‍ଝୌ(ଚୀନ) : ମଙ୍ଗଳବାରଠାରୁ ଏଠାରେ ଚାଇନା ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ମହିଳା ସିଙ୍ଗଲ୍‍ସରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଥିବାବେଳେ ସାଇନା ନେହୱାଲଙ୍କୁ ନିରାଶ ହେବାକୁ ପଡିଛି। ମହିଳା ସିଙ୍ଗଲ୍‍ସର ପ୍ରଥମ ରାଉଣ୍ଡ ମ୍ୟାଚରେ ୩ୟ ସିଡ୍‍ ସିନ୍ଧୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ଜାପାନର ସାଏନା...
ଚାଙ୍ଗଝାଉ : ମଙ୍ଗଳବାରରୁ ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ବିଭାଗରେ ଖେଳିବେ ତାରକା ଭାରତୀୟ ଖେଳାଳି ପିଭି ସିନ୍ଧୁ। ସିନ୍ଧୁ ଗତ ସପ୍ତାହରେ ଖେଳାଯାଇଥିବା ଜାପାନ ଓପନ୍‍ର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଥିଲେ। ଜାପାନ ଓପନ୍‍ ଖେଳୁଥିବା ବେଳେ ସିନ୍ଧୁ ବେଶ୍‍ ହାଲିଆ ଜଣାପଡୁଥିଲେ। ଏହାକୁ ଦୃଷ୍ଟିରେ ରଖି ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ କିପରି ପ୍ରଦର୍ଶନ...
ଟୋକିଓ : ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଭାରତର ପିଭି ସିନ୍ଧୁ ଓ ଏଚ.ଏସ.ପ୍ରଣୟ ସିଙ୍ଗଲ୍‍ସ ଇଭେଣ୍ଟରୁ ବିଦାୟ ନେଇଥିବାବେଳେ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ପ୍ରିକ୍ୱାର୍ଟର ମ୍ୟାଚରେ ୭ମ ସିଡ୍‍ ଶ୍ରୀକାନ୍ତ ୨୧-୧୫, ୨୧-୧୪ ଗେମରେ ହଂକଂର ଭିନସେଣ୍ଟ୍‍ ୱଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ଦକ୍ଷିଣ କୋରିଆର ଲି ଡୋଙ୍ଗ୍‍ କିଉନ୍‍ଙ୍କୁ...
ଟୋକିଓ : ମଙ୍ଗଳବାରଠାରୁ ଏଠାରେ ଜାପାନ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖେଳାଯାଇଥିବା ସିଙ୍ଗଲ୍‍ସ ମ୍ୟାଚରେ ଭାରତର ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଓ ଏଚ.ଏସ.ପ୍ରଣୟ ପ୍ରମୁଖ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍‍ସ ପ୍ରଥମ ରାଉଣ୍ଡରେ ୩ୟ ସିଡ୍‍ ସିନ୍ଧୁ ୨୧-୧୭, ୭-୨୧, ୨୧-୧୩ ଗେମରେ ଜାପାନର ସାୟାକା ତାକାସାହିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୩ ମିନିଟ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी