Home Tags Baba ramdev

Tag: baba ramdev

ନୂଆଦିଲ୍ଲୀ: ଯେଉଁ ପିତାମାତାଙ୍କ ଦୁଇରୁ ଅଧିକ ସନ୍ତାନ ଥିବ ସେମାନଙ୍କ ଭୋଟ ଅଧିକାର ରଦ୍ଦ କରିବା ପାଇଁ ଯୋଗଗୁରୁ ବାବା ରାମଦେବ ମତ ଦେଇଛନ୍ତି। ଆଲିଗଡ଼ରେରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାମଦେବ କହିଛନ୍ତି ଯେ ଭାରତ ଭଳି ୧୦୦ କୋଟିରୁ ଊଦ୍ଧ୍ୱର୍ ଜନସଂଖ୍ୟାର ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ସରକାରଙ୍କ ଆଗରେ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଦୁଇରୁ ଅଧିକ...
ନୈନିତାଲ୍‍: କମ୍ପାନୀରୁ ହେଉଥିବା ଲାଭାଂଶରେ ଭାଗୀଦାର କରିବା ପାଇଁ ବାବା ରାମଦେବଙ୍କ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି ଉତ୍ତରଖଣ୍ଡ ହାଇକୋର୍ଟ। ବାୟୋଲଜିକାଲ୍‍ ଡାଇଭର୍ସିଟି ଆକ୍ଟର ୨୦୦୨ ଆଧାରରେ ଉତ୍ତରାଖଣ୍ଡ ହାଇକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ବିଚାରପତି ସୁଧାଂଶୁ ଧୁଲିଆଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ଆୟୁର୍ବେଦରେ ପ୍ରାକୃତିକ ଜୈବ ସମ୍ପଦ ହିଁ ପ୍ରମୁଖ ଉପାଦାନ ଓ କଞ୍ଚାମାଲ୍‍ ରୂପେ ବ୍ୟବହୃତ ହେଉଛି। ସ୍ଥାନୀୟ ଅଞ୍ଚଳର ଗୁଳ୍ମ, ଲତା, ଫୁଲ ଫଳ...
ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଧନତେରାସ ଉପଲକ୍ଷେ ନିଜର ବସ୍ତ୍ର ଓ ପୋଷାକ ବଜାରର ପାଦ ଥାପିଛନ୍ତି। ଏହି ଅବସରରେ ପତଞ୍ଜଳୀ ପରିଧାନର ଶୁଭାରମ୍ଭ କରାଯାଇଛି। ଏଫଏମସିଜି, ଡାଏରି ଓ ଆୟୁର୍ବେଦିକ ଉତ୍ପାଦ ପରେ ପତଞ୍ଜଳୀ ଏବେ ପୋଷାକ କାରବାର ଆରମ୍ଭ କରିଛି। ବାବା ରାମଦେବ ଏହି ଉତ୍ପାଦର ନାମ ‘ପତଞ୍ଜଳୀ ପରିଧାନ’ ରଖିଛନ୍ତି। ଏହି ‘ପତଞ୍ଜଳୀ ପରିଧାନ’ରେ ଡେନମାର୍କ ଜିନ୍ସ ଠାରୁ ଆରମ୍ଭ କରି ସମସ୍ତ...
ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳୀ ଅୟୁର୍ବେଦ ସଂସ୍ଥାନ ଦ୍ୱାରା ଭାରତୀୟ ବଜାରରେ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ଆରମ୍ଭ କରିଛି। ଗୁରୁବାର ଦିଲ୍ଲୀ ସ୍ଥିତ ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବାବା ରାମଦେବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ ମଧ୍ୟରେ କ୍ଷୀର, ଦହି, ପନୀର ଓ ଘୋଳ ଦହି ଅନ୍ୟତମ। ପ୍ରଥମ ପର୍ଯ୍ୟାୟରେ ପତଞ୍ଜଳୀ ପକ୍ଷରୁ ଦିଲ୍ଲୀ ଏନସିଆର, ରାଜସ୍ଥାନ, ପୁନେ ଓ ମୁମ୍ବଇର...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी