Home Tags Atal Bihari Vajpayee

Tag: Atal Bihari Vajpayee

ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ୍ତ ଫଟୋଚିତ୍ର ଲଗାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେବ୍ରୁଆରୀ ୧୨ ତାରିଖରେ ଏହି ଫଟୋଚିତ୍ରକୁ ଉନ୍ମୋଚନ କରିବେ ।  ଏହି ଅବସରରେ ସେଣ୍ଟ୍ରାଲ ହଲରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହିବେ। ପୂର୍ବରୁ ସେଣ୍ଟ୍ରାଲ ହଲରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର...
ରାୟପୁର: ଦିବଂଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀଙ୍କୁ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବିରୋଧରେ ଛିଡ଼ା କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଛତିଶଗଡ଼ର ରାଜନନ୍ଦଗାଓ ଆସନରୁ ବିଜେପି ପକ୍ଷରୁ ରମଣ ସିଂହ ପ୍ରାର୍ଥୀ ହେବା ସ୍ଥିର ହେବା ପରେ କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଳାଙ୍କ ସମେତ ଅନ୍ୟ ୬ଜଣଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନଭେମ୍ବର ମାସରେ ଘୋଷଣା...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी