Browsing Tag

accident news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଚାଲିଗଲା ୭ ଜଣଙ୍କ ଜୀବନ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗାଲୁରୁରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ମିଳିଛି। କୋରମଙ୍ଗଲା ନିକଟରେ ଦ୍ରୁତ ଗତିରେ ଥିବା ଏକ କାର ଖୁମ୍ବରେ ଧକ୍କା…
Read More...

ମାଆର ଶବ ସତ୍କାର କରି ଫେରୁଥିବା ସମୟରେ ସଡକ ଦୁର୍ଘଟଣାରେ ଝିଅର ମୃତ୍ୟୁ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ କାର ପିଟି ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତକ ହେଲେ ଜ୍ୟୋତିପୁର…
Read More...

ବୋଲେରୋ ଧକ୍କାରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ବୋଲେରୋ ଧକ୍କାରେ ଜଣେ ପୁଲିସ କର୍ମଚାରୀଙ୍କ ଜୀବନ ଚାଲି ଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ସତସଙ୍ଗ ବିହାର ଛକରେ ସଡକ ଦୁର୍ଘଟଣା ଘଟି ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ପୁଲିସ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ଚୌଦ୍ୱାର : କଟକ ଜିଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦ୍ରୁତ ଗତିରେ ଯାଉଥିବା ବସକୁ ଏକ ଟ୍ରକ ସାଇଟ ମାରିବାରୁ ବସ ହେଲପର ପଡିଯିବାରୁ ଘଟଣାସ୍ଥଳରେ…
Read More...

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ ; ନାବାଳିକା ମୃତ , ୪ ଆହତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଓଲଟିବାରୁ ଘଟଣାସ୍ଥଳରେ ୧୦ବର୍ଷର ବାଳିକା ରୁପା ଜିରାକାଙ୍କ ମୃତ୍ୟୁ ହୋଇଥିବା ବେଳେ…
Read More...

୨ ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜୀବନ୍ତ ଦଗ୍ଧ

ରାଜସ୍ଥାନ : ରାଜସ୍ଥାନର ଅଜମେରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଜଣାପଡିଛି । ୮ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରେଲର ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଛି । ଖୁବ ଜୋରରେ ଦୁର୍ଘଟଣା ଘଟିବାରୁ କିଛି ସମୟ…
Read More...

ବାଇକ ଧକ୍କାରେ ବାଟୋଇଙ୍କ ସହ ଚାଳକ ଗୁରୁତର

ପାଟଣା : ଆଜି ପାଟଣା - କେନ୍ଦେଇପଶି ରାସ୍ତା ର ପୁଟୁଳିଆ ପେଟ୍ରୋଲ ପମ୍ପ ନିକଟରେ ସାନ ଜାମୁପଶି ଗ୍ରାମକୁ ଚାଲିଚାଲି ଯାଉଥିବା ଶମ୍ଭୁନାଥ ପାତ୍ର ଙ୍କୁ ଏକ ବାଇକ୍ ଧକ୍କା ଦେବାରୁ ସେ ଗୁରୁତର ହେବା ସହ ବାଇକ୍ ରୁ ପଡି…
Read More...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼ :  ସୋମବାର ସକାଳୁ ବେଲଗାଁ ଟିଟିଲାଗଡ଼ ଜାତୀୟ ରାଜପଥରେ ଝାରଦେବନ୍ଧ ଜଙ୍ଗଲ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏକ ସ୍କୁଟିରେ ଆସୁଥିବା ଯୁବକ ଜଣକ ଭାରସାମ୍ୟ ହରାଇ ବୁଲାଣିରେ…
Read More...

ରାମଗିରିରେ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ ; ୬ ଆହତ

ମୋହନା : ଗଜପତି ଜିଲ୍ଲା ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି  । ଘଟଣାରୁ ପ୍ରକାଶ ଏକ ଯାତ୍ରୀବାହି ଅଟୋ ରାମଗିରି ଗ୍ରାମ…
Read More...

ଟ୍ରକ – ବାଇକ୍ ଦୁର୍ଘଟଣା ; ଜଣେ ମୃତ ଜଣେ ,ଗୁରୁତର

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରି ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ସନ୍ଧ୍ୟା ସାଢେ଼ ୭ ଟା ସମୟରେ ଠିଆ ହୋଇଥିବା ଏକ ଟ୍ରକ ରେ ଦୃତ…
Read More...