ସମ୍ବିଧାନର ଧାରା ୨୫ ସଂଶୋଧନ କରିବାକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ବୁଦ୍ଧ, ଜୈନ ଓ ଶିଖଙ୍କୁ ସଂଖ୍ୟାଲଘୁ ମାନ୍ୟତା ନ ଦେବାକୁ ଦାବି

ପୁରୀ: ସମ୍ବିଧାନର ଧାରା ୨୫କୁ ସଂଶୋଧନ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପରାମର୍ଶ ଦେଇଛନ୍ତି। ବୁଦ୍ଧ, ଜୈନ ଏବଂ ଶିଖଙ୍କୁ ଦିଆଯାଇଥିବା ସଂଖ୍ୟାଲଘୁ ମାନ୍ୟତା ପ୍ରତ୍ୟାହାର କରିନେବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଶଙ୍କରାଚାର୍ଯ୍ୟ ଗୁରୁବାର ପରାମର୍ଶ ଦେଇଛନ୍ତି।

Comments are closed.