ସଡ଼କ ଦୁର୍ଘଟଣାରେ ଜଣେ ମୃତ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ସହରର ମୁଖ୍ୟ ବଜାର ଗାନ୍ଧୀ ପାର୍କ ନିକଟରେ ଶୁକ୍ରବାର ଅପରାହ୍ନ ସାଢ଼େ ଚାରିଟା ସମୟରେ ସଡ଼କ ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ । ଟାଉନ ଥାନା ପୁଲିସ ଏନେଇ ତଦନ୍ତ ଜାରି ରଖିଛ।

Comments are closed.