ନୂଆପଡାରେ ନବୀନଙ୍କ ରୋଡ ସୋ

ଭବାନୀପାଟଣା : ମୂଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ସଂଧ୍ୟା ୭.୧୫ ମିନିଟରେ ନୂଆପଡା ଜିଲ୍ଲା ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ନବୀନ ଏକ ହାଇଟେକ୍କ ବସରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ଦେଇ ଧର୍ମଗଡ ବିଧାନସଭା ନିର୍ବାଚନି ମଣ୍ଡଳିର ଧର୍ମଗଡରେ ପହଞ୍ଚି ଦଳିୟ ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ପରେ ଜୁନଗଡ ଦେଇ ଭବାନୀପାଟଣାରେ ଅଭିମୂଖେ ଯାତ୍ରା କରିଛନ୍ତି । ନବୀନଙ୍କୁ ଦେଖିବା ପାଇଁ ବାଟରେ ଲୋକମାନଙ୍କ ଭିଡ ଥିବା ଦେଖିବାକୁ ମିଳୁଛି।

Comments are closed.