୩୫ବର୍ଷ ପରେ କଟକ-ବାରବାଟୀରେ କଂଗ୍ରେସ୍

କଟକ: ଦିର୍ଘ ୩୫ବର୍ଷ ପରେ କଟକ ବାରବାଟୀରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିଛି। ୩୫ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡ଼ିର ଟାଣୁଆ ନେତା ଦେବାଶିଷ ସାମନ୍ତରାୟଙ୍କୁ ହରାଇଛନ୍ତି। ମୋକିମ୍ ୪ ହଜାରରୁ ଉଦ୍ଧ୍ଵ ଭୋଟ୍ ବ୍ୟବଧାନରେ ଦେବାଶିଷ ସାମନ୍ତରାୟଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମୋକିମ୍‌ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦେବାଶିଷଙ୍କୁ ୪୨,୩୯୬ ଖଣ୍ଡ ଭୋଟ୍ ମିଳିଛି।

Comments are closed.