କାର୍ତ୍ତିକ ମାସରେ କରନ୍ତୁ ଏହି ଉପାୟ, ସୁଖକର ହେବ ବୈବାହିକ ଜୀବନ
୧. ପାରିବାରିକ ଓ ବୈବାହିକ ଜୀବନରେ ସୁଖ, ଶାନ୍ତି ପାଇଁ କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିବା ସବୁଠୁ ଉତ୍ତମ ବୋଲି ବିଶ୍ବାସ ରହିଛି।
Related Posts
୨. ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର ସଠିକ ସମୟ ହେଉଛି କାର୍ତ୍ତିକ ମାସ । ଏହି ମାସର ଯେକୌଣସି ଦିନରେ କିମ୍ବା ମାସ ଆରମ୍ଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।
୩. ପ୍ରତିଦିନ ସକାଳେ ଓ ସଂଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ବା ରାଶି ତେଲରେ ଦୀପ ଜଳାଇଲେ ପାରିବାରିକ ଜୀବନ ସୁଖମୟ ହୋଇଥାଏ।
Comments are closed.