ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟ୍ବେଣ୍ଟି-୨୦

ହାଇଦରାବାଦ : ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ ଦଳ ଟି-୨୦ସିରିଜରେ ପ୍ରଥମ ମ୍ୟାଚରୁ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଗତ ୨ ବର୍ଷ ହେବ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ତେଣୁ ବିରାଟ ବାହିନୀ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଜାରି ରଖିବା ପାଇଁ ପଡିଆକୁ ଓହ୍ଲାଇବ।

Comments are closed.