ବେଗୁନିଆରେ ହାତୀଙ୍କ ଉପଦ୍ରବ

ଖୋର୍ଦ୍ଧା : ବେଗୁନିଆ ଗୋଡା ଗ୍ରାମରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀମାନେ ୨ବଖରା ଘର ଭାଙ୍ଗି ଦେଇଛନ୍ତି। ଏହାସହ ଧାନ ଫସଲ ଖାଇ ଦେଇଥିବା ଜଣାପଡିଛି। ହାତୀଙ୍କ ଉପଦ୍ରବକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଥିବା ଜଣାପଡିଛି।

Comments are closed.