ବାଲିମେଳା ଡ୍ୟାମର ୨ଟି ଗେଟ୍ ଖୋଲିଲା

ଟିତ୍ରକୋଣ୍ଡା : ବାଲିମେଳା ଡ୍ୟାମର ୨ ଟି  ଗେଟ୍ ସୋମବାର ସକାଳେ ଖୋଲିଛି ।  ୨ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ  ୬୦୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଡ୍ୟାମର  ଜଳଧାରଣ କ୍ଷମତା ୧୫୧୪ ଫୁଟ୍  ଥିବାବେଳେ ବର୍ତ୍ତମାନ ୧୪୯୨ ଫୁଟ୍ ଜଳ ରହିଛି । ଏହା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ମିଳିତ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶର ଜଳ ଆବଶ୍ୟକତା ଥିବାରୁ ୨ଟି ଗେଟ ଖୋଲା ଯାଇଛି ।

 

Comments are closed.