୩ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ଜଗତସିଂହପୁର: ଜଗତସିଂପୁର ଜିଲାର ଆଳିପିଙ୍ଗଳ ରାସ୍ତା କାଠପୋଲ ନିକଟରେ ପୁଲିସ ଚଢାଉ କରି ୩ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି। ଜବତ ଗାଡିରୁ ୧୫ଟି ଗାଈ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରକୁ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ଏମାନେ ନିଆଳି ଅଞ୍ଚଳରୁ ଗୋରୁଗୁଡିକୁ ଆଣିଥିବା ଜଣାପଡିଛି।

Comments are closed.