Browsing Category

କ୍ରୀଡ଼ା

ବିରାଟଙ୍କୁ ଇନଷ୍ଟାଗ୍ରାମ୍‍ ଆୱାର୍ଡ, ପ୍ରଶଂସକଙ୍କୁ କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବାକୁ ଆଉ ମାତ୍ର ଏକ ସପ୍ତାହ। ଏହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବେଶ୍‍ ଆରାମ କରୁଛନ୍ତି। ଶନିବାର ସନ୍ଧ୍ୟାରେ ବିରାଟ ଏକ ଫଟୋ ନିଜ…
Read More...

ମହିଳା କ୍ରିକେଟ: ଇଂଲଣ୍ଡକୁ ହରାଇ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‍ ଜିତିଲା ଅଷ୍ଟ୍ରେଲିଆ

ମୁମ୍ବଇ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ୍‍ ଲେନିଂଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ମେଗାନ ସ୍କଟଙ୍କ ଆକର୍ଷଣୀୟ ବୋଲିଂ ଯୋଗୁ ଦଳ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ଜିତି ନେଇଛି। ଶନିବାର ଖେଳାଯାଇଥିବା ଫାଇନାଲ…
Read More...

ଆଇପିଏଲ୍‍ରୁ ବାଦ୍‍ପଡ଼ିଲେ ଷ୍ଟାର୍କ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚଳିତ ସଂସ୍କରଣରେ ଖେଳିବାରୁ ବାଦ୍‍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍‍ ଷ୍ଟାର୍କ। କଲକାତା ନାଇଟ୍‍ ରାଇଡର୍ସ ଦଳ ତରଫରୁ ଖେଳିବାକୁ ଚୁକ୍ତି…
Read More...

ସେଫିଲ୍ଡ ସିଲଡ୍‍ରେ ବଲ୍‍ ଟାମ୍ପରିଂର ପ୍ରୟାସ କରିଥିଲେ ସ୍ମିଥ୍‍, ୱାର୍ଣ୍ଣର !

ସିଡ଼ନୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‍ରେ ବଲ୍‍ ଟାମ୍ପରିଂ ପ୍ରୟାସ କରି କ୍ରିକେଟ୍‍ରୁ ୧୨ ମାସ ପାଇଁ ବାସନ୍ଦ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣର। ତେବେ ଏହି ଦୁଇ…
Read More...

ଆଜିଠାରୁ ସୁପର କପ୍‍ ଫୁଟ୍‍ବଲ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ଅନ୍ୟତମ ପେସାଦାର ପ୍ରତିଯୋଗିତା ସୁପର କପ୍‍ ଫୁଟ୍‍ବଲ ପ୍ରଥମ ସଂସ୍କରଣ ଆରମ୍ଭ ହେଉଛି ।  ୧୬ ଦଳ, ୧୫…
Read More...

୧ କୋଟି ବଜେଟ୍‍ ; ସମସ୍ତ ଟିକଟ ମୂଲ୍ୟ ୨୦ ଟଙ୍କା

ଭୁବନେଶ୍ୱର : ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‍ଏଫ)ର ଅନ୍ୟତମ ପେସାଦାର ଫୁଟବଲ ଲିଗ୍‍ ସୁପରକପ୍‍ର ପ୍ରଥମ ସଂସ୍କରଣ ଶନିବାରଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରତିଯୋଗିତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଓ…
Read More...

ଭାରତର ସାନ୍ତ୍ୱନାମୂଳକ ବିଜୟ

ମୁମ୍ବଇ : ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମହିଳା ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‍ରୁ ବାଦ୍‍ପଡ଼ିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ। ଗୁରୁବାର ତା’ର ୪ର୍ଥ ତଥା ଅନ୍ତିମ ଲିଗ୍‍…
Read More...

ୱିଲିୟମସନ୍‍ ସନରାଇଜର୍ସ ହାଇଦରାବାଦ ଅଧିନାୟକ

ନୂଆଦିଲ୍ଲୀ : ବଲ୍‍ ଟାମ୍ପରିଂ କରି କ୍ରିକେଟ୍‍ ଅଷ୍ଟ୍ରେଲିଆ ଦ୍ୱାରା ୧୨ ମାସ ପର୍ଯ୍ୟନ୍ତ ବାସନ୍ଦ ହୋଇଥିବା ଡେଭିଡ୍‍ ୱାର୍ଣ୍ଣର ଆଇପିଏଲ୍‍ର ଚଳିତ ସିଜିନ୍‍ରେ ଖେଳିବେ ନାହିଁ। ୱାର୍ଣ୍ଣର ଆଇପିଏଲ୍‍ର ଅନ୍ୟତମ ଦଳ…
Read More...

ଦୁବାଇରେ ପ୍ରବେଶ ପାଇଁ ଅନୁମତି ପାଇଲେ ନାହିଁ ଆସିଫ୍‍

ଦୁବାଇ : ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆସିଫ୍‍ ଦୁବାଇରେ ପ୍ରବେଶ କରିବାକୁ ଅନୁମତି ପାଇନଥିବା ଜଣାପଡ଼ିଛି। ଦୁବାଇ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ନ ଥିବାରୁ ତାଙ୍କୁ ଦୁବାଇ…
Read More...

ଇସ୍ତଫା ଦେଲେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ ଡାରେନ ଲେହମାନ

ନୂଆଦିଲ୍ଲୀ: ବଲ ଟାମ୍ପରିଂ ବିବାଦରେ ଷ୍ଟିଭ ସ୍ମିଥ୍ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କୁ କ୍ରିକେଟରୁ ଗୋଟିଏ ବର୍ଷ ପାଇଁ ବାସନ୍ଦ ପରେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଡାରେନ ଲେହମାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ବିବାଦରେ…
Read More...