Browsing Category

ସମାଜ

ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଟ୍ରଫି ଦଳ ଘୋଷଣା ; ଶୁଭ୍ରାଂଶୁ ଅଧିନାୟକ, ଅଙ୍କିତ ନୂଆମୁହଁ

କଟକ : ୨୦୧୯-୨୦ ସିଜିନ୍‌ର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଲାଗି ଓଡ଼ିଶା ଦଳ ଘୋଷଣା ରବିବାର କରାଯାଇଛି। ଚଳିତ ସିଜିନ୍‌ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶାର ସିନିୟର ମନୋନୟନ କମିଟି ଏହି ଦଳ…
Read More...

ପ୍ରେମିକା ଉପସ୍ଥିତିରେ ପ୍ରେମିକର ମୃତ୍ୟୁ ଘଟଣା ; ହତ୍ୟା ଅଭିଯୋଗ ଆଣିଲେ ବାପା

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁଲିସ୍ଥିତ ଏକ ଭଡାଘରେ ଶନିବାର ଛାତ୍ର ସମୀର ନାୟକଙ୍କ ମୃତ୍ୟୁ ପ୍ରସଙ୍ଗ ଆଜି ଭିନ୍ନ ମୋଡ ନେଇଛି। ମୃତ ସମୀରଙ୍କ ବାପା ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଥାନାରେ…
Read More...

ଦକ୍ଷିଣ ଏସୀୟ କ୍ରୀଡ଼ା: ଜାତୀୟ ଖୋଖୋ ଦଳରେ ସତ୍ୟଜିତ ଓ ସସ୍ମିତା

ଭୁବନେଶ୍ବର : ନେପାଳର କାଠମାଣ୍ଡୁ ଓ ପୋଖରାରେ ଆରମ୍ଭ ହୋଇଛି ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ା। ଉକ୍ତ ପ୍ରତିଯୋଗିତା​ରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ସାମିଲ ହୋଇଛନ୍ତି।…
Read More...

ହାଇଦରାବାଦ ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା ; ପଙ୍କ୍‌ଚର୍‌ ମେକାନିକର ତଥ୍ୟ ଅଭିଯୁକ୍ତଙ୍କୁ ଧରାଇଥିଲା

ହାଇଦରାବାଦ : ହାଇଦରାବାଦର ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୪୮ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୁଲିସ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ…
Read More...

ଭାରତ ବିରୋଧୀ ଗତିବିଧି ପାଇଁ ଖୋଲା ଯାଇଛି କର୍ତ୍ତାରପୁର କରିଡର ; ଧରାପଡ଼ିଲା ପାକ୍‌ ସେନାଧ୍ୟକ୍ଷଙ୍କ ଚକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ ପାଇଁ କର୍ତ୍ତାରପୁର କରିଡର ଖୋଲାଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଥିଲେ। ତେବେ ଏହା ପଛରେ ଇମ୍ରାନ ନୁହେଁ, ବରଂ ପାକ୍‌…
Read More...

ନାନା ପଟୋଲେ ହେଲେ ମହାରାଷ୍ଟ୍ରର ବାଚସ୍ପତି

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ପଟୋଲେଙ୍କ ବିରୋଧରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ବିଧାୟକ କିଷନ କାଥୋରେ ନିଜ ମନୋନୟନ ପତ୍ର…
Read More...

ମୁଁ ସ୍ମିତାରାଣୀ କହୁଛି – ନ୍ୟାୟ ମିଳୁ

ନୂଆଦିଲ୍ଲୀ: ସ୍ମିତାରାଣୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ ଦଳ। ଶୁକ୍ରବାର ଅପରାହ୍ଣରେ ଲୋକସଭା ଶୂନ୍ୟକାଳରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ସାଂସଦ…
Read More...

ଭାଙ୍ଗିବ ରଙ୍ଗଶାଳା – ଅନୁମତି ଅନାବଶ୍ୟକ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଯାଜପୁର ହରିଦାସପୁର ରଙ୍ଗଶାଳା ଭଙ୍ଗ ପ୍ରସଙ୍ଗକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଏହି ପ୍ରସଙ୍ଗରେ ରାଜସ୍ବ ବିଭାଗ ଜିଲା ପ୍ରଶାସନକୁ ତା’ର କ୍ଷମତା ଓ ଦାୟିତ୍ବ ସମ୍ପର୍କରେ ସୂଚେଇ…
Read More...

ତଥାପି ବଞ୍ଚିଛି ସହୃଦୟତା – ଫେରି ପାଇଲେ ଏକ ଲକ୍ଷ ଟଙ୍କା

କଟକ: ଖୁଣ୍ଟୁଣିସ୍ଥିତ ଏସବିଆଇ ଏଟିଏମରେ ଛାଡି ଦେଇଥିବା ଏକ ଲକ୍ଷ ଟଙ୍କାକୁ ଫେରି ପାଇଛନ୍ତି ସିଏମ୍‌ଏସ୍‌ ଇନ୍‌ଫୋସିଷ୍ଟମ୍‌ କର୍ମଚାରୀ ସଞ୍ଜୟ ସ୍ବାଇଁ। ‘ସମାଜ’ କର୍ତ୍ତୃପକ୍ଷ ସହାୟତା କରିନଥିଲେ ଟଙ୍କା ସହିତ ତାଙ୍କୁ…
Read More...

କମିଲା ‘ମୋ ବସ୍’ ଭଡା – କାମ କରୁନି ୱାଇ ଫାଇ କି ସ୍ୱୟଂଚାଳିତ ବ୍ୟବସ୍ଥା

ଭୁବନେଶ୍ବର: ମୋ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ଡିସେମ୍ବର ୧ରୁ କମ ଭଡା ଦେବେ। ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି)ର ଭଡା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ କମାଯିବା ନେଇ କ୍ରୁଟ…
Read More...