Browsing Category

ସୁନ୍ଦରଗଡ଼

ସୁନ୍ଦରଗଡରେ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ

ସୁନ୍ଦରଗଡ: ସୁନ୍ଦରଗଡ ସ୍ଥିତ ଭବାନୀ ଭବନ ପଡିଆରେ ପାଳିତ ହୋଇଛି ୭୩ ତମ ସ୍ୱାଧୀନତା ଦିବସ। ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ଅବସରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରିବାସହ ମିଳିତ…
Read More...

ସାପ କାମୁଡ଼ାରେ ପ୍ରାଣ ହରାଇଲେ ଭାଇ-ଭଉଣୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବୁଳିଆ ଗାଁରେ ସୋମବାର ସାପ କାମୁଡ଼ାରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଭାଇର ବୟସ ୮ ବର୍ଷ ଓ ଭଉଣୀ ୧୩ ବର୍ଷ ବୟସ୍କା। ମିଳିଥିବା ଖବର ଅନୁସାରେ, ରବିବାର ରାତିରେ…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ ଟାଙ୍ଗରଡ଼ିହି ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟାଙ୍ଗରଡ଼ିହି…
Read More...

ଡ୍ୟୁଟି ସମୟରେ ମଦ୍ୟପାନକରି ବେହୋସ ପୁଲିସ କର୍ମଚାରୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ଥିବା ସବଡ଼େଗା ସାପ୍ତାହିକ ହାଟରେ ବୁଧବାର ଡ଼୍ୟୁଟି ସମୟରେ ଜଣେ ପୁଲିସ କର୍ମଚାରୀ ମଦ୍ୟପାନ କରି ବୋହାସ ହୋଇ  ପଡ଼ି ରହିଥିବା ଦେଖିବାକୁ ମିଳିଛି। ହାଟ ଡ଼୍ୟୁଟି କରିବାକୁ ଆସି ହାଟ…
Read More...

ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରି ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆଜି ସକାଳ ୫.୩୦…
Read More...

୬ଡ଼କାୟତ ଗିରଫ, ୨ବାଇକ, ୭ମୋବାଇଲ ଫୋନ, ମାକ୍ସ ଓ ମାରଣାସ୍ତ୍ର ଜବତ

ସୁନ୍ଦରଗଡ଼ : ଟାଉନ ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ଡ଼କାୟତି ଉଦ୍ୟମ ବିଫଳ ହୋଇଥିବା ବେଳେ ୬ଡ଼କାୟତକୁ ଗିରଫ କରି ପୁଲିସ ସେମାନଙ୍କଠାରୁ ୨ବାଇକ, ୭ମୋବାଇଲ ଫୋନ, ମାକ୍ସ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମାରଣାସ୍ତ୍ର…
Read More...

ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ; ଅଧାରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି

ସୁନ୍ଦରଗଡ଼: ସୁନ୍ଦରଗଡ଼ର କେତେଜଣ ମାନ୍ୟଗଣ୍ୟ ଓ ଶିକ୍ଷାବିତଙ୍କ ଉଦ୍ୟମରେ ୧୯୮୦ରେ ସ୍ଥାପିତ ହୋଇଥିବା ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ ସହରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିଲେ ହିଁ କ୍ରମାଗତ ଅଧାରୁ ଅଧିକ…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜଳପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରେହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଦୁଇ…
Read More...

ପୁଲିସ ଏନକାଉଣ୍ଟରରେ ସୁନୀଲ ମାଝି ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାର ଲାଠିକଟା ଅନ୍ତର୍ଗତ ସିଉଡ଼ି ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ମାଝି ଗୁରୁତର ଆହତ ହୋଇଛି। ସୁନୀଲ ନାଁରେ ଏକାଧିକ ମାମଲା…
Read More...

ବଳାତ୍କାର ପରେ ନାବାଳିକାକୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ହେମଗିରି ଥାନା ଗୋପାଳପୁର ଗ୍ରାମ ପାଖ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି…
Read More...